-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   (30-Apr-2026)       ||      ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା    (30-Apr-2026)       ||      ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   (30-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ    (30-Apr-2026)       ||      ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ    (29-Apr-2026)       ||      ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    (29-Apr-2026)       ||      ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ    (29-Apr-2026)       ||      ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   (29-Apr-2026)       ||      ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   (29-Apr-2026)       ||      ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   (29-Apr-2026)       ||      ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   (29-Apr-2026)       ||      ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    (29-Apr-2026)       ||      *ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   (29-Apr-2026)       ||      ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   (29-Apr-2026)       ||      ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   (29-Apr-2026)       ||      ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   (29-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର   (29-Apr-2026)       ||      ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   (29-Apr-2026)       ||      *ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   (29-Apr-2026)       ||     

HOME   ରାଜ୍ୟ

ବାତ୍ୟା ସ୍ଥଳଭାଗ ଛୁଇଁବ କି ନା ତାହା ଜଣାପଡ଼ିନାହିଁ : ଏସଆରସି

03-Dec-2021



ଭୁବନେଶ୍ବର : ବାତ୍ୟା ଜଓ୍ବାଦ୍ ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ, କିନ୍ତ ସ୍ଥଳଭାଗ ଛୁଇଁବ କି ନା ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ସେ କହିଛନ୍ତି ଯେ ଜିରୋ କାଜୁଆଲିଟି ମିଶନକୁ ସଫଳ କରିବାକୁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ଜିଲା ଗୁଡ଼ିକରେ ସରକାରୀ ଚାକିରିଆଙ୍କ ଛୁଟି ବାତିଲ କରାଯାଇଛି । ଆନ୍ଧ୍ର ପ୍ରଦେଶର ବୋଟ / ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶକୁ ନ ଫେରିପାରିବାରୁ ସମାନଙ୍କୁ ଗୋପାଳପୁର ରେ ଆଶ୍ରୟ ଦେବାକୁ କୁହାଯାଇଛି । ପାନୀୟ ଜଳ ବ୍ୟବସ୍ଥା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସେ କହିଛନ୍ତି ଯେ, ୫ ତାରିଖ ମଧ୍ୟାହ୍ନରେ ପୁରୀ  ନିକଟବର୍ତ୍ତୀ ହେବ ବାତ୍ୟା । ବାତ୍ୟା ଏବେ ଗୋପାଳପୁରରୁ ଦକ୍ଷିଣ ପୂର୍ବରେ ୪୭୦ କିମି ଏବଂ ପୁରୀରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୩୦ କିମି, ପାରାଦ୍ୱୀପଠାରୁ ୬୦୦ରୁ କିମି ଦୂରରେ ରହିଛି । ଏହା କାଲି ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ବର୍ଷାର ପରିମାଣ ଆସନ୍ତାକାଲିଠାରୁ ବଢିବ । ପବନର ବେଗ ୮୦ ରୁ ୯୦ ଏବଂ ଝଟକା ପବନ ୧୦୦ କିମି ରହିବ । ପୁରୀ,ଗଂଜାମ, ଜଗତସିଂହପୁର ,ଗଜପତି ରେ ଏହାର ପ୍ରଭାବ ଅଧିକ ରହିବ । ଘଣ୍ଟାପ୍ରତି ୨୨ କିମି ବେଗରେ ଗତି କରୁଛି । କଚାଘର ଏବଂ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବାର ସମ୍ଭାବନା ରହିଛି । (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   30-Apr-2026
  ଜିଲ୍ଲା  
ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା   30-Apr-2026
  ରାଜ୍ୟ  
ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   30-Apr-2026
  ରାଜ୍ୟ  
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ   30-Apr-2026
  ଜିଲ୍ଲା  
ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ   29-Apr-2026
  ଜିଲ୍ଲା  
ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   29-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    29-Apr-2026
  ରାଜ୍ୟ  
ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ   29-Apr-2026
  ରାଜ୍ୟ  
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   29-Apr-2026
  ଜିଲ୍ଲା  
ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   29-Apr-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   29-Apr-2026
  ଜିଲ୍ଲା  
ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   29-Apr-2026

You Might Also Like