-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ନିକଟସ୍ଥ ଥିବା ଗାୟତ୍ରୀ ମନ୍ଦିର ନିକଟରୁ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୁତ୍ତ।ମିଳିଥିବା ସୂଚନା ଅନୁସାରେ ଡିଉଟି ସାରି ଫିରିଙ୍ଗିଆ ମେଡିକାଲରୁ ଘରକୁ ଯାଉଥିବା ସମୟରେ ଏକ କାରରେ ଅପହରଣ କଲେ କିଛି ଦୁର୍ବୁତ୍ତ।ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କଲେ ପରିବାର ଲୋକେ ।ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।