-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||      ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   (13-May-2026)       ||      *ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   (13-May-2026)       ||      *ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   (13-May-2026)       ||      କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   (13-May-2026)       ||      *ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   (13-May-2026)       ||      ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   (13-May-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ    (13-May-2026)       ||      ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ    (13-May-2026)       ||      ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା    (13-May-2026)       ||     

HOME   ରାଜ୍ୟ

ଧାନ ବିକ୍ରି ଓ ବୀମା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଲେ ଅଶୋକ କୁମାର ସାହୁ:ଅନ୍ ଲାଇନ୍ ରେ ବୀମା ଭରିଥିବା ଶତକଡା ୯୦ ଭାଗ ଚାଷୀ ଅଣ ସ୍ୱୀକୃତ

25-Nov-2021



ପଦ୍ମପୁର:- ଅନଲାଇନ ରେ ବୀମା ଭରିଥିବା ଶତକଡା ୯୦ ଭାଗ ଚାଷୀ ଅଣ ସ୍ୱୀକୃତ l        ସମସ୍ତ ଜିଲ୍ଲା ସକାଶେ ଗୋଟିଏ ନିୟମ ହେବା କଥା l ଏ ଭଳି ବ୍ୟତିକ୍ରମ କାହିଁକି ? ପଦ୍ମପୁର ଅଂଚଳ ପ୍ରଶାସନର ସଉତୁଣୀ ପୁଅ ସଦୃଶ l ସେଥିପାଇଁ  ଜଳସେଚିତ ଅଂଚଳ ଅତାବିରା ରେ ଚାଷା ଧାନ ବିକିବେ 25 ତାରିଖ ଅଥତ ପଦ୍ମପୁର ଚାଷୀ ଧାନ ବିକିବ 1 ତାରିଖ l ପ୍ରଶାସନ ମନେ ରଖିବା ଉଚିତ୍ ଧାନବିକ୍ରୀ ପଦ୍ମପୁର ଅଂଚଳ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ କାରଣ ଆମ ର ଅଂଚଳ ର ଚାଷୀ ଗୋଟାଏ ଫସଲ ଉପରେ ନିର୍ଭର କରି ଆସିଛି lଏବଂ ସତୁରୀ ଭାଗ ଲୋକ ଉପାର୍ଜିତ ଧାନ  କ୍ଷେତ ଖଲାରୁ ଯାହା ଅମଳ କରିଥାନ୍ତି ଏହାହିଁ ଏ ଅଂଚଳର ଅର୍ଥନୀତି ଉପରେ ଏକମାତ୍ର ସ୍ରୋତ କହିଲେ ଅତ୍ୟୁକ୍ତି ହେବ ନାହିଁ lଏ ପରିସ୍ଥିତି ରେ ପଦ୍ମପୁର ମଣ୍ଡି ୧୦ ଦିନ ପରେ ଖୋଲିବାର ମାନେ କ'ଣ ?

    ଓଡିଶା ର  ଶାସକ ଓ ବିରୋଧୀ ଉଭୟ ଙ୍କୁ ରାଜବୋଡାସମ୍ବର କୃଷକ ସଂଗଠନ ର ଆବାହକ ଶ୍ରୀମାନ ଅଶୋକ କୁମାର ସାହୁ ପ୍ରଶ୍ନ କରିଛନ୍ତି l
ଶାସକ ଯଦିଓ ମିଲର୍ସ ମାନଙ୍କ ହାତବାରିସୀ ସାଜିଛନ୍ତି,ହେଲେ ବିରୋଧୀ ଶୋଇଛି କାହିଁକି ? ମମତା ମେହେର ହତ୍ଯା କାଣ୍ଡରେ ଏତେ ତୁମ୍ବିତୁଫାନ କରୁଥିବା ବିରୋଧୀ ଏ ଅଂଚଳର ଏ ଭୟଙ୍କର ବିପଦ ବେଳେ ନିରବତା ରହିବାର କାରଣ କ'ଣ ? ସେମାନେ ମନେ ରଖିବା ଉଚିତ ଯେ,କଥାରେ ଅଛି "ଶୋଇଲା ପୁଅ ର ଭାଗନାହିଁ l ଶତପଡା ସତୁରୀ ଭାଗ  ଲୋକ   ଏ ମରୁଡି ସମୟ ରେ ଅସହାୟ ନିରୁପାୟ l ଏମାନଙ୍କ ଆଖିକୁ ଦିଶୁନି କାହିଁକି ବୋଲି ଶ୍ରୀମାନ ସାହୁ ପ୍ରଶ୍ନ କରନ୍ତି 

         ପୂର୍ବ ଓଡିଶାର ବଡ ବିପଦ "ବାତ୍ଯା" 
ବାତ୍ଯା ଆସିବା ପୂର୍ବରୁ ପ୍ରଥମେ ପଇସା ଜମାହୋଇଯାଏ କିନ୍ତୁ ମରୁଡିକୁ ଏ ପର୍ଯ୍ଯନ୍ତ ଏମାନେ ସ୍ୱୀକାର କଲେନି କାହିଁକି ?ଇନ୍ପୁଟ୍ ସବସିଡି କୁହୁଡି ରେ ସନ୍ତରଣ କରିବା ସଙ୍ଗେ ସମାନ l
     ଏ ସମସ୍ତ ପ୍ରସଙ୍ଗ କୁ ଆଲୋଚନା କରିବା ପାଇଁ ଆମେ କୃଷକ ସଂଗଠନ ତରଫରୁ ଉପ ଜିଲ୍ଲାପାଳ ପଦ୍ମପୁର ଙ୍କୁ ସମୟ ମାଗିଥିଲୁ, ହେଲେ ସେ ସମୟ ଦେଲେନି lସମୟ ଆସିଲେ ଏହାର ଉଚିତ ଜବାବ ଦିଆଯିବ ବୋଲି ଶ୍ରୀମାନ ସାହୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026
  ଜିଲ୍ଲା  
ଦଶମ ଜିଲ୍ଲାପରିଷଦ ବୈଠକ ଶେଷ   14-May-2026
  ଜିଲ୍ଲା  
ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   14-May-2026
  ଜିଲ୍ଲା  
ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   14-May-2026
  ଜିଲ୍ଲା  
ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା   14-May-2026
  ଜିଲ୍ଲା  
ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର   14-May-2026
  ଜିଲ୍ଲା  
ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   14-May-2026
  ଶି‍କ୍ଷା ଓ ନିଯୁକ୍ତି  
ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି   13-May-2026
  ରାଜ୍ୟ  
ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   13-May-2026
  ଜିଲ୍ଲା  
ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   13-May-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    13-May-2026
  ଜିଲ୍ଲା  
ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   13-May-2026

You Might Also Like