-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ଯାତ୍ରା, ଅପେରା, ଡ୍ରାମା, ମେଲୋଡିକୁ ମିଳିଲା ସରକାରଙ୍କ ଅନୁମତି । ଏଣିକି ଝଲସିବ ଯାତ୍ରା ପେଣ୍ଡାଲ। ଆଜିଠାରୁ ନୂଆ ଗାଇଡଲାଇନ ଲାଗୁ ନେଇ SRC ସୂଚନା ଦେଇଛନ୍ତି । କୋଭିଡ୍ କଟକଣା ଭିତରେ ଉତ୍ସବ ପାଳନ ନେଇ ମିଳିଲା ଅନୁମତି ।
ତେବେ ଏନେଇ ଜିଲ୍ଲାପାଳ, ଏସ୍ପି ଓ ମ୍ୟୁନିସପାଲ କମିଶନରଙ୍କୁ ଅନୁମତି ନେବା ଜରୁରୀ । ଖୋଲା ପଡ଼ିଆରେ ସାମାଜିକ ଦୂରତା ରଖି ୨ ହଜାର ଲୋକ ବସିପାରିବେ । ଅନ୍ଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦେଶ ରହିଛି । ଆବଦ୍ଧ କୋଠରୀରେ ୫୦ ପ୍ରତିଶତରୁ ଅଧିକ ଦର୍ଶକ ବସିବା ମନା ।ପ୍ରେରଣା ଖଵର ରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।