-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆଜି କାର୍ତ୍ତିକ ପୂର୍ଣ୍ଣିମାର ପଞ୍ଚମ ଦିନ। ଶ୍ରାଦ୍ଧକୁ ମାନେ କାର୍ତ୍ତିକର ବୁଡଦେଇ ବୋଇତ ଭସାଇ ମନ୍ଦିର ପରିଦର୍ଶନ କରିଥାନ୍ତି। ପୌରାଣିକ ତଥ୍ଯ ଅନୁଯାୟୀ ଆଜିର ଦିନରେ ବୁଡଦେଇ ତ୍ରିଜଟା କୁ ପୂଜାକରି ବୋଇତ ଭସାଇଲେ ପାପ କ୍ଷୟ ହୋଇଥାଏ । ସେହିପରି ବଲାଙ୍ଗୀର ବିଭିନ୍ନ ମନ୍ଦିରର ଯଥା ରାଜାପେଲେସ ସ୍ଥିତ ଶିବ , ସମଲେଇ, ପାଟମେଶ୍ୱରୀଙ୍କର ତଥା ମଠଖାଇ ସ୍ଥିତ ବୌଷ୍ନବି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।