-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ସହର ମାଲପଡ଼ା ବାସିନ୍ଦା ଧର୍ମପରାୟଣ ମହିଳା ତୁଳସୀ ଶତପଥୀ ଙ୍କ ଆଜି ଅପରାହ୍ନରେ ୮୪ ବର୍ଷରେ ପରଲୋକ ହୋଇଯାଇଛି l: llବଡ଼ ପୁଅ ଶିବ ଶଙ୍କର ଶତପଥି, ସାନ ପୁଅ ଉମା ଶଙ୍କର ଶତପଥୀ,ବଡ଼ ଝିଅ କମଳା, ଜ୍ୱାଇଁ କିଶୋର ରଥ ଙ୍କ ସମେତ ନାତି, ନାତୁଣୀ ଉପସ୍ଥିତ ଥିଲେ ।ବିଭୂତି ପଡ଼ା ସ୍ମଶ।ନରେ ଶବଦାହ ଅନୁଷ୍ଟିତ ହୋଇଇଥିଲା ।ବଡ ପୁଅ ଶିବ ମୂଖାଗ୍ନି ଦେଇଥିଲେ