-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ): ତୁଷରା ରେ ପ୍ରସିଦ୍ଧ ତୋଷାଳି ମହୋତ୍ସବ ପାଇଁ ପାଟଣାଗଡ଼ ମାଁ ପାଟଣେଶ୍ୱରୀ ମନ୍ଦିର ଠାରେ ଲଗୋ ଓ ବେନର ପୂଜାର୍ଚ୍ଚନା କରାଯାଇ ତୋଷାଳି ମହୋତ୍ସବ ଲଗୋ ଉନ୍ମୋଚନ କରାଯାଇଛି । ଏହି
କାର୍ଯ୍ୟକ୍ରମ ରେ କୋଶଲ ଯୁବ ସଂମନ୍ଵୟ ସମିତିର ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଗିରିରାଜ ଭୋଇ, ରାଜ୍ୟ ସମ୍ପାଦକ ଶ୍ରୀ ସିପୁନ ଖମାରୀ, ଜିଲ୍ଲା ଯୁବ ସଭାପତି ଶ୍ରୀ ବନମାଳୀ ନାଏକ, ଏଡ଼ଭୋକେଟ ସେବୀକା ରାଜହଂସ,ରିଲୁ ରଥ, ଶାଶ୍ୱତ
ସରାଫ,ତୁସବନ୍ଧୁ ବୁଡେକ, ମିନିକେତନ ଧରୁଆ, ଉମେଶ ବନଗୁଲା ପ୍ରମୁଖ ଉପସ୍ଥିତ ଥିଲେ ।