-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଅପରାଧ

ପ୍ରେମ କରି ବାର ଦୁଆର ଶୁଣ୍ଢିପିଣ୍ଢା ହେଲେ କୁଆଁରୀ ମା’, ୨ମାସ ହେବ ନବଜାତ ଶିଶୁ ଖୋଜୁଛି ବାପାର ପରିଚୟ

05-Nov-2020



ଝାରସୁଗୁଡା, (ପ୍ରେରଣା ଖବର) - ପ୍ରେମ କରି ଏବେ ନବଜାତ ଶିଶୁକୁ ଧରି ବାର ଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ । ପ୍ରେମ ଜାଲରେ ପଡି ମା’ ହେବା ପରେ ପ୍ରେମିକ ଫେରାର ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଫଳରେ ଯୁବତୀ ଜଣଙ୍କ ନିଜ ଗାଁ ଛାଡି ଭଉଣୀ ଭିଣୋଇଙ୍କ ନିକଟକୁ ପଳାଇ ଆସିଛି ନିଜ ନବଜାତ ଶିଶୁ ସହ ଆଶ୍ରୟ ନେବାକୁ ।

*ନବଜାତ ଶିଶୁର ପରିଚୟ ଖୋଜୁଛି ଜନ୍ମକଲା ମା’ । ଆଉ ଶିଶୁଟି ଖୋଜୁଛି ନିଜ ବାପାର ପରିଚୟ । ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅଞ୍ଚଳରେ । ଘରେ ଏକୁଟିଆ ରହୁଥିବା ସୁଯୋଗ ପାଇ ସେହି ଗାଁର ଜଣେ ଯୁବକ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ ସେ ଗର୍ଭବତୀ ହୋଇଥିଲା । ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଦୁଷ୍କର୍ମ କରିଥିବା ଯୁବକ ଗର୍ଭପାତ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଗତ ଅଗଷ୍ଟ ମାସ ୨୭ ତାରିଖରେ ବୁର୍ଲା ବଡ ଡାକ୍ତରଖାନାରେ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ପୀଡିତା ଯୁବତୀ । ଶିଶୁକନ୍ୟାର ପରିଚୟ ପାଇଁ ମା’ ଗର୍ଭବତୀ କରାଇଥିବା ବାପାକୁ ଖୋଜୁଥିବା ବେଳେ ବାପା ଫେରାର ହୋଇଯାଇଛି । ୨ ମାସରୁ ଅଧିକ ସମୟ ଧରି କନ୍ୟା ସନ୍ତାନକୁ ନିଜ କୋଳରେ ଧରି ବାର ଦୁଆର  ଶୁଣ୍ଢି ପିଣ୍ଢା ହେବା ପରେ ଲଇକେରା ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ଦିବ୍ୟାଙ୍ଗ ଯୁବତୀ ।

*ଲଇକେରା ଥାନା ଅଞ୍ଚକର ଏକ ଗାଁରେ ରହୁଥିବା ଯୁବତୀ ନିଜ ଉପରେ ବିପଦ ରହିଥିବା କାରଣରୁ ଭୟରେ ଥାନାକୁ ଯାଉ ନଥିଲେ । କିନ୍ତୁ ବୁଧବାର ଜିଲ୍ଲା ଦିବ୍ୟାଙ୍ଗ ସଂଘର କିଛି କର୍ମକର୍ତ୍ତା ଲଇକେରାରେ ପହଞ୍ଚି କୁଆଁରୀ ମା’ ହୋଇଥିବା ଦିବ୍ୟାଙ୍ଗ ଯୁବତୀକୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଏଭଳି ଏକ ଅଘଟଣ ଘଟାଇଥିବା ଯୁବକକୁ ଗିରଫ କରି ପାରିନାହିଁ । ଫଳରେ ନିଜ ଗାଁରେ ଲଜ୍ଜିତ ହେବା ସହ ପରିବାରରେ ମଧ୍ୟ ହତାଦର କରାଯିବାରୁ ବାଧ୍ୟ ହୋଇ ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ଅନ୍ୟ ଉପାୟ ନପାଇ ଗାଁ ଛାଡି ଝାରସୁଗୁଡା ସହର ନିକଟବର୍ତ୍ତି ମାଲିମୁଣ୍ଡା ଗାଁକୁ ପଳାଇ ଆସି ଆଶ୍ରୟ ନେଇଛନ୍ତି ।

*ଜଣେ ଦିବ୍ୟାଙ୍ଗ ଯୁବତୀ ନିଜ ଗାଁର ଜଣେ ଯୁବକର ପ୍ରେମ ଜାଲରେ ପଡି କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ । ଯୁବତୀ ଜଣଙ୍କ ଭାବିଥିଲେ ନିଜ ପରିବାରର ଆର୍ଥିକ ଦୁଃସ୍ଥିତି ଯୋଗୁଁ ହୁଏତ ପ୍ରେମ କଲା ପରେ କାହାରି ସହ ଜୀବନ ବିତାଇବାର ସୁଯୋଗ ମିଳିବ । ମାତ୍ର ସେ ଯୁବକ ଜଣଙ୍କ ସହ ପ୍ରେମ ପରେ ଶାରିରୀକ ସଂପର୍କ ସ୍ଥାପନ କରି ମାତୃତ୍ବଲାଭ କଲା ପରେ ଏବେ ଅଡୁଆରେ ପଡିଛନ୍ତି । ଦୁଇ ମାସ ବିତିଯାଇଥିବା ସତ୍ତ୍ବେ ଯୁବତୀଙ୍କ ଏତଲା ଉପରେ କିଛି ଅଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନି । ଏଭଳି ସ୍ଥିତିରେ ସେ ଅନ୍ୟ ଉପାୟ ନପାଇ ନିଜ ଭଉଣୀ ଘରେ ଆଶ୍ରୟ ନେଇଛି ।

*ନିଜ ଆଖିରେ ରହିଥିବା ଆଖିଏ ସ୍ବପ୍ନ ଏବେ ଧୂଳିସାତ୍ ହେବାକୁ ବସିଥିବା ବେଳେ ନବଜାତ ଶିଶୁ କନ୍ୟାର କିପରି ଥଇଥାନ ହେବ ସେହି ଚିନ୍ତାରେ ଦିବ୍ୟାଙ୍ଗ ଯୁବତୀ । ଯୁବତୀ ଜଣଙ୍କ ନିଜେ କିଛି କରିବାକୁ ଅକ୍ଷମ ଥିବାବେଳେ ପ୍ରେମିକ ଘରକୁ ଯାଇ ନପାରିଲେ ମଧ୍ୟ ଜନ୍ମକଲା ଶିଶୁକୁ ପ୍ରେମିକ ହାତରେ ଟେକିଦେବାକୁ ଚିନ୍ତା କରିଥିବା କହିଛି । ଏହି ପ୍ରସଙ୍ଗରେ ଯୁବତୀକୁ ନ୍ୟାୟ ଦେବାକୁ ବାରମ୍ବାର ବିଭିନ୍ନ ଫୋରମ୍ କୁ ଯାଇ ଗୁହାରି କରିଲେ ସୁଦ୍ଧା କିଛି ଫଳ ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା ସ୍ବେଚ୍ଛାସେବୀ ।

*ଦିବ୍ୟାଙ୍ଗ ଯୁବତୀ ପ୍ରେମ ଜାଲରେ ପଡି ବର୍ତ୍ତମାନ ହଟହଟା ହେଉଥିବା ବେଳେ ତାଙ୍କ ସହ ଅନ୍ୟାୟ କରି ଫେରାର ମାରିଥିବା ଯୁବକଙ୍କୁ ଧରିବାରେ ଉଦ୍ୟମ ଜାରି ରହିଥିବା ବେଳେ ଦିବ୍ୟାଙ୍ଗ ଯୁବତୀ କୁଆଣରୀ ମାତୃତ୍ବ ଲାଭ କଲେ ତାଙ୍କୁ ଆଇନଗତ ବ୍ୟବସ୍ଥା ଅନୁସାରେ ଯାହା ସହାୟତା ମିଳିବାର ବ୍ୟବସ୍ଥା ରହିଛି ତାହା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like