-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ମାଁ ମାହେଶ୍ୱରୀ ଭେଟେରାନ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ସମ୍ବଲପୁରକୁ ହରାଇ ଶିଙ୍ଗ ପାଲି ଚାମ୍ପିଅନ

01-Nov-2021



ବୀରମହାରାଜପୁର, ( ବିନୋଦ ପାଣ୍ଡେ   ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବାଗବର ହାଇସ୍କୁଲ ଖେଳପଡିଆରେ ହେଉଥିବା ଏକ ଦିବସୀୟ ଦ୍ବିତୀୟ ମା' ମାହେଶ୍ଵରୀ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲେ ସମ୍ବଲପୁରକୁ ହରେଇ ସିଙ୍ଗପାଲି ଚାମ୍ପିୟନ ହୋଇଛି । ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ବିଧାୟକ ତଥା ବାଣିଜ୍ଯ ଓ ପରିବହନ ତଥା ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫୁଟବଲ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।

ଉଦଘାଟନୀ ମ୍ୟାଚରେ ବାଗବର ଓ ବୌଦ୍ଧ ଦଲ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ବାଗବର ୩-୧ ଗୋଲରେ ବିଜୟୀ ହୋଇଥିଲା । କେଉଟିପାଲି ଓ ବଲାଙ୍ଗୀର ମଧ୍ଯରେ ହୋଇଥିବା ଦ୍ଵିତୀୟ ମ୍ୟାଚ ଗୋଲ ଶୂନ୍ଯ ହେବାରୁ ଟ୍ରାଇବ୍ରେକର ଜରିଆରେ ୫-୪ ଗୋଲରେ କେଉଟିପାଲି ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ ସିଂଙ୍ଗପାଲି ଦଳ ଧମାକୁ ୧-୦ ଗୋଲରେ ପରାସ୍ତା କରିଥିଲା ।ଚତୁର୍ଥ ମ୍ୟାଚରେ ସମ୍ବଲପୁର ଦଳ ବୁର୍ଲାକୁ ୧-୦ ଗୋଲରେ ପରାସ୍ତା କରି ସେମିଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମେ ସେମିଫାଇନାଲ ବାଗବର ଓ ସିଂଙ୍ଗପାଲି ମଧ୍ୟରେ ହୋଇଥିବା ବେଳେ ସିଙ୍ଗପାଲି ୧-୦ ଗୋଲରେ ବିଜୟୀ ହୋଇଥିଲା ।ଦ୍ଵିତୀୟ ସେମିଫାଇନାଲେ ସମ୍ବଲପୁର ଟ୍ରାଇବ୍ରେକରେ ୫-୩ ଗୋଲରେ କେଉଟିପାଲି କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ଯାଚ ସମ୍ବଲପୁର ଓ ସିଂଙ୍ଗପାଲି ମଧ୍ୟରେ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟରେ ଉଭୟ ପକ୍ଷରୁ କୌଣସି ଗୋଲ ଦେଇ ପାରିନଥିଲେ । ଫଳରେ ଟ୍ରାଇବ୍ରେକରେ ୫-୪ ଗୋଲରେ ସିଂଙ୍ଗପାଲି ବିଜୟୀ ହୋଇ ଉକ୍ତ ଟୁଣ୍ଣାମେଣ୍ଟ କୁ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଚାମ୍ପିୟନ ହୋଇଥିଲା । ଆୟୋଜକ କ୍ଲବ ର ସଭାପତି ଆଲୋକ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ଵାଗତ ପଣ୍ଡା ମୁଖ୍ଯ ଅତିଥି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସୁବଳୟା ସମିତି ସଭ୍ଯ ରଞ୍ଜିତ ରଥ, ଜାଲୋଏ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧିରେନ୍ଦ୍ର ବାଘ,  ରବିନ୍ଦ୍ର ହୋତା, ରଞ୍ଜନ କୁମାର ତାଣ୍ଡିଆ, ଶୈଳେନ୍ଦ୍ର ବାଦୀ ଓ କ୍ଲବ ସମ୍ପାଦକ ଭଗବାନ କର୍ଣ୍ଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମ୍ବଲପୁର ଦିଲ୍ଲୀପ ଦଣ୍ଡସେନା ଶ୍ରେଷ୍ଠ  ଗୋଲ୍ କିପର,  ପ୍ରଫୁଲ୍ଲ ଭୋଇ ଶ୍ରେଷ୍ଠ ପ୍ରତିରକ୍ଷ ଏବଂ ସିଙ୍ଗପାଲି ଯୋଗେଶ୍ବର ଭୋଇଙ୍କୁ ଶ୍ରେଷ୍ଠ ସ୍କୋରର, ଅର୍ଜୁନ ଭୋଇଙ୍କୁ ମ୍ୟାନ ଅଫ ଦି ସିରିଜ୍ ଓ ଜୟରାମ ବାଘଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଚମ୍ପିଆନ୍ ସିଙ୍ଗପାଲି ଦଳକୁ ନଗଦ ୬ ହଜାର ୬୬୬ ଟଙ୍କା ସହିତ ଟ୍ରଫି ଓ ସମ୍ବଲପୁର ଦଳକୁ ନଗଦ ୪ ହଜାର ୪୪୪ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।ସୁଦାମ ଜଗଦଲା, ପ୍ରଶାନ୍ତ ଷାଣ୍ଢ , ନରେଶ କାଣ୍ଡ ଓ ପ୍ରଶାନ୍ତ

ସେଠୀ ପ୍ରାଣବନ୍ଧୁ ଦେହୁରୀ  ଖେଳ ପରିଚାଳନାରେ କରିଥିଲେ । ସନାତନ ନାଗ, ପ୍ରଦିପ ପଧାନ, ଓଜସ୍ଵୀ ପଣ୍ଡା,  ଗିରିଧାରୀ ହୋତା, ଧାରା ବିବରଣୀ ପ୍ରଧାନ କରିଥିଲେ । ଚନ୍ଦ୍ରମଣି ବଗର୍ତ୍ତୀ, ଅରବିନ୍ଦ ଦେହୁରୀ, ଚିତ୍ତରଞ୍ଜନ ଦାସ, କୁନୁ ପଧାନ, ସୁଜିତ ରଥ, ବାବୁଲା ରଥ, ଜିତେନ୍ଦ୍ର ଦାସ, ତପନ ପୁଝାରୀ , ଆୟୁଷ ଅଗ୍ରୱାଲ ଓଜନ ମାଁ ମହେଶ୍ବର ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟିର ସମସ୍ତ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like