-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) ଅଜଣା ଶବ କୁ ସମ୍ମାନ ସହ ସତ୍କାର କଲେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ।
ସୂଚନା ଅନୁଯାୟୀ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଦୁଇ ଅଜଣା ଶବ ପଡି ରହିଥିବା ଜାଣିବା ପରେ ଅସହାୟ ର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗ ର ହାତ ବଢ଼ାଇଥିଲେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ଏହି ଶବଦାହ ପାଇଁ ଶାନ୍ତି ପଡ଼ା ଟାଇଗର ୟୁଥ୍ କ୍ଲବ୍ କାଠ ଦେଇ ସହଯୋଗ କରିଥିଲେ। ସ୍ବେଚ୍ଛାସେବୀ ସଂଗଠନ ର ସଦସ୍ୟ ସନ୍ତୋଷ ପଟ୍ଟନାୟକ ,ଗୋବିନ୍ଦ ଶତପଥି ,ନିତ୍ୟାନନ୍ଦ ଷଡଙ୍ଗୀ, ,ଅଜୟ ନାଗ , ଲିଙ୍କନ ସେଠ, ରବିନ୍ଦ୍ର ପଧାନ, ବୁଲୁ ପାଣ୍ଡେ, ତାରଜନ ବାରିକ, ବିବେକ କୁମ୍ଭାର , ବିଭୁତି ଭୂଷଣ ମିଶ୍ର, କବିର ବସ୍ତିଆ ,ବଣ୍ଟୁ ବଗର୍ତ୍ତୀ, ପ୍ରୀତମ କଲତା ଉପସ୍ଥିତ ରହି ସ୍ଥାନୀୟ ବିଭୁତିପଡ଼ା ସ୍ଥିତ ସ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ।