-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ମହାନଗର

ବଜରଙ୍ଗ ଦଳ ତରଫରୁ “ହୃତାତ୍ମା ଦିବସ” ଉପଲକ୍ଷେ ରକ୍ତଦାନ ଶିବିର

03-Nov-2020



କଟକ, (ଦୀପକ କୁମାର ଷଡଙ୍ଗୀ)- ସେଦିନ ଥିଲା ୩୦ ଅକ୍ଟୋବର ୧୯୯୦ ମସିହା । ଉକ୍ତ ଦିନ କରସେବା ଆରମ୍ଭ ହୋଇଥିଲା । ଲକ୍ଷ ଲକ୍ଷ କରସେବକ ଅଯୋଧ୍ୟା ପହଞ୍ôଚଥିଲେ । ସେପଟେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମୁଲାୟାମ ଘୋଷଣା କରିଥିଲେ “ବାବ୍‌ରୀ ମସଜିଦ୍ ପର ପରିନ୍ଦାଭି ପର ନେହିଁ ମାର ସକତା” । ପୁରା ଅଯୋଧ୍ୟାରେ କର୍ଫ୍ୟୁ ଲଗାଯାଇଥିଲା । ଢାଞ୍ଚାର ଦେଢ କି.ମି. ପରିଧିରେ ସମ୍ପୂର୍ଣ୍ଣ ବ୍ୟାରିକେଡ ନିର୍ମାଣ କରାଯାଇଥିଲା । ପୋଲିସ, ଅର୍ଦ୍ଧସାମରିକ ବାହିନୀ ମୁତୟନ ଥିଲେ । ତଥାପି ହଜାର ହଜାର କରସେବକ ହନୁମାନ ଗଡି ପହଞ୍ôଚଥିଲେ । ଯାହାକି ଢାଞ୍ଚା ପାଖାପାଖି ଥିଲା । ପୋଲିସର କଠୋରତାକୁ ଭୃକ୍ଷେପ ନକରି କରସେବକ ସେଦିନ ଢାଞ୍ଚା ଉପରେ ଗୈରିକ ଝଣ୍ଡା ଉଡାଇଥିଲେ । ଉତ୍‌କ୍ଷିପ୍ତ ପୋଲିସ ଗୁଳିରେ ସେଦିନ ୧୧ ରୁ ଉର୍ଦ୍ଧ୍ୱ କରସେବକ ଅଯୋଧ୍ୟା ମାଟିରେ ଟଳି ପଡିଥିଲେ । ଅକସ୍ମାତ ବିନା ଚେତାବନୀରେ ମୁଲାୟାମ ସିଂହର ନିର୍ଦ୍ଦେଶରେ ପୋଲିସ୍ ଆରମ୍ଭ କରିଦେଲା ଅନ୍ଧାଧୁନ ଗୁଳି ଚାଳନା । ସି.ଆର.ପି.ର ଜଣେ ସବ୍ ଇନସ୍ପେକ୍ଟର ୨୦ ବର୍ଷୀୟ ଶରତ କୋଠାରୀଙ୍କୁ ଗୋଟିଏ ଘର ଭିତରୁ ଘୋଷାରି ଘୋଷାରି ଆଣି ବିଚ୍ ରାସ୍ତାରେ ବସାଇ ମୁଣ୍ଡରେ ଗୁଳି ମାରିବା ସହିତ ତାର ପରଦିନ ତାଙ୍କ ବଡ ଭାଇକୁ ବି ସେହିଠାରେ ହତ୍ୟା କରିଥିଲା । ସେଦିନ ଶତାଧିକ ନିରୀହ କରସେବକ ଅହଙ୍କାରୀ ମୁଲାୟାମର ଅହଙ୍କାରର ଅଗ୍ନିରେ ବିଲିନ ହୋଇଯାଇଥିଲେ । ରାମ କୋଠାରୀ ଓ ଶରତ କୋଠାରୀଙ୍କ ଅନ୍ତିମ ସଂସ୍କାର ସରଜୁ କୂଳରେ ରାମ କୋଠାରୀ, ଶରତ କୋଠାରୀ ଅମର ରହେ ନାରାରେ ଜୁଇ ଜଳୁଥିଲା । ପୁରା ଅଯୋଧ୍ୟର ଆକାଶରେ ଏହି ଶବ୍ଦ ପ୍ରକମ୍ପିତ ହେଉଥିଲା । ଢାଞ୍ଚା ଉପରେ ସର୍ବପ୍ରଥମେ ଗୈରିକ ଝଣ୍ଡା ଉଡାଇଥିବା ଏହି ଦୁଇ ଭାଇ ମୂଳତ କଲିକତା ନିବାସୀ ଥିଲେ । ୨୨ ଅକ୍ଟୋବରରେ ଘରୁ ବାହାରି ବନାରସ ପହଞ୍ôଚଥିଲେ । ସେଠାରୁ ଟ୍ୟାକ୍ସିରେ କିଛି ବାଟ ଗଲା ପରେ ସେଠାରୁ ୨୦୦ କି.ମି. ପାଦରେ ଚାଲି ଚାଲି ଅଯୋଧ୍ୟରେ ପହଞ୍ôଚଥିଲେ ଏବଂ ନଭେମ୍ବର ୨ ତାରିଖରେ ଶହିଦ୍ ହୋଇଥିଲେ । ସେଦିନ କେବଳ କୋଠାରୀ ବନ୍ଧୁ ନୁହନ୍ତି ସେଠୀରାମ ମାଲି, ରମେଶ କୁମାର, ମହାବୀର ପ୍ରସାଦ, ରମେଶ ପାଣ୍ଡେ, ସଞ୍ଜୟ କୁମାର, ପ୍ରଫେସର ମହେନ୍ଦ୍ର ନାଥ ଆରୋରା, ରାଜେନ୍ଦ୍ର ଧାରକର, ବାବୁଲାଲ ତିୱାରୀ ଆଦି ଅନେକ କରସେବକ ବଳିଦାନ ଦେଇଥିଲେ । ଏହି ଦିନଟି ପ୍ରତି ଯୁବା ପ୍ରାଣରେ ରାମଭକ୍ତି, ସମର୍ପଣ, ବଳିଦାନର ସାମର୍ଥକୁ ଜାଗୃତି ପାଇଁ ବଜରଙ୍ଗ ଦଳ ସମଗ୍ର ଭାରତରେ ପ୍ରତି ବର୍ଷ ଭଗବତ୍ ସ୍ୱରୂପ ଭାରତର ସମାଜ ଉଦ୍ଦେଶ୍ୟରେ ସେହି ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମିତ୍ତ “ହୃତାତ୍ମା ଦିବସ” ନାମରେ ରକ୍ତଦାନ କରିଆସୁଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ “ହୃତାତ୍ମା ଦିବସ” ଉପଲକ୍ଷେ ଏକ ରକ୍ତଦାନ ଶିବିର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ଜିଲ୍ଲା ସଂଯାଜକ ବିପିନ୍ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରରେ ଜିଲ୍ଲା ସଭାପତି ବିଜୟ କୁମାର ସିହ୍ନା, ସତ୍‌ସଙ୍ଗ ପ୍ରମୁଖ ବିଜୟ କୁମାର ବାରିକ,ବିଶ୍ଵ ହିନ୍ଦୁ ପରିଷଦ ର ନଗର ସଭାପତି ପୁନିଲ କୁମାର ସାମନ୍ତ, ଜିଲ୍ଲା ବଜରଙ୍ଗ ଦଳ ସୁରକ୍ଷା ପ୍ରମୁଖ ଜୟ ପ୍ରକାଶ ପତି, ଆଖଡା ପ୍ରମୁଖ ଦଶରଥ ସାହୁ, ମିଳନକେନ୍ଦ୍ର ପ୍ରମୁଖ ଦେବାଶିଷ ରାଉତ, ମହାବିଦ୍ୟାଳୟ ପ୍ରମୁଖ କ୍ଷିତିଶ ରାଉତ, ସନ୍ତୋଷ ବେହେରା, ମହେଶ୍ୱର ସାହୁ, ସୁଶାନ୍ତ କୁମାର ସାହୁ, ମୃତ୍ୟୁଞ୍ଜୟ ସୁତାର, ସଂଜୟ କୁମାର ସ୍ୱାଇଁ, ଅଶୋକ ଜେନା, ପଙ୍କଜ ଦାସ, ସଞ୍ଜୀବ ଦାସ ଙ୍କ ସହିତ ବହୁ କର୍ମକର୍ତ୍ତା ସାହାଯ୍ୟ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like