-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
23-Sep-2021
ଢେଙ୍କାନାଳ(ରିପୋଟର -ତାପସ ଦାସ) -5ଟି ଆରମ୍ଭିକ ଉଚ୍ଚ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମ ତଦାରଖ କରିବା ପାଇଁ ଢେଙ୍କାନାଳ ଜିଲ୍ଲାର, ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ଓ କାମକ୍ଷାନଗର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଢେଙ୍କାନାଳ ଜିଲ୍ଲାପାଳ ପକଳ୍ପ ନିର୍ଦେଶକ, ଗୋଷ୍ଠୀ ଉନୟନ ଅଧିକାରୀ ଓ ତହସିଲଦାର ଯାଇଥିଲେ, ବିଦ୍ୟାଳୟ ଗୁଡିକରେ ଏହି କାଯ୍ୟକ୍ରମ ଅଧୀନରେ ହେଉଥିବା ବିଭିନ୍ନ କାମ ତଦାରଖ କରିଥିଲେ,