-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
23-Sep-2021
ବରଗଡ଼ (ପ୍ରେରଣା ଖବର) :-ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଟାଉନ୍ ହଲ୍ ଠାରେ ପ୍ରମୋଦ ଭଗତ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଗଲା, ଏହି କାର୍ଯ୍ୟକ୍ରମରେ ରେ ମହିଳା ପ୍ରମୁଖ ଶ୍ରୀମତୀ ମେନକା ବାଗ୍,ସମ୍ପାଦିକା ରିତାଞଲୀ ଦାଶ, ଆଜୀବନ ସଭ୍ୟ ତଥା ସମାଜସେବୀ ଶ୍ରୀ ବିନୋଦ ଅଗ୍ରୱାଲ ଓ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ଶ୍ରୀ ମୁକୁନ୍ଦ ଦାଶ ଯୋଗ ଦେଇ ପାରା ଅଲମ୍ପିକ ବିଜେତା ପ୍ରମୋଦ ଭଗତ ଙ୍କୁ ସମ୍ମାନିତ କରାଗଲା।