-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
22-Sep-2021
ଢେଙ୍କାନାଳ( -ତାପସ ଦାସ) : ଢେଙ୍କାନାଳ ବନଖଣ୍ଡ ଭାପୁର ସେକ୍ସନ ବର୍ଷୁପାଳ ଜଙ୍ଗଲରୁ ଏକ ୧୨ଫୁଟର ଅଜଗର କୁ ମାରିବା ଅଭିଯୋଗରେ ବର୍ଶୁପାଳ ଗ୍ରାମର, ଧଡ଼ିଆ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ବନ ବିଭାଗ!