-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଯେଉଁଠି ଜନତା ଓ ଇଷ୍ଠ ଦେବାଦେବୀ ସୁରକ୍ଷିତ ନୁହନ୍ତି ସେଠି ପ୍ରଶାସକ ଓ ଜନ ପ୍ରତିନିଧି ଙ୍କ କଡା ସୁରକ୍ଷା ର କଣ ଆବଶ୍ୟକତା?

22-Sep-2021



ସୁବର୍ଣ୍ଣ ପୁର,(ମନୋରଞ୍ଜନ ତ୍ରିପାଠୀ ): ଗତକାଲି  ରାତିରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ  ଙ୍କ ମନ୍ଦିରରେ ବସିଥିବା ଦୁଇଟି ପାଣି ଟାଙ୍କିର ଷ୍ଟିଲ ଓ ଲୁହା ର ସମସ୍ତ ପାଣି ପାଇପ୍‌କୁ ଭାଙ୍ଗି ଚୋରି କରି ଛନ୍ତି ଅଜଣା ଦୁବୃର୍ତ୍ତ । ମନ୍ଦିର ପ୍ରବେଶ ପଥର ବାମ କଡରୁ ୫ଟି ଷ୍ଟିଲ୍ ପାଇପ୍ ଏବଂ ମୁଖ୍ୟ ମନ୍ଦିର ନିକଟରୁ ଦୁଇଟି ଲୁହା ପାଇପ୍ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ବଡ କଷ୍ଟରେ ସେବାୟତ ମାନେ ସମସ୍ତ ପାଇପରେ କପଡା ଗେଞ୍ଜି ପାଣି କୁ ରୋକିଛନ୍ତି । ଏହାକୁ ନେଇ ସେବାୟତ ଏବଂ ଭକ୍ତମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।  ଏବଂ ଏ ଘଟଣା  କିଛି ନୁଆଁ ନୁହେଁ   ଦାନ ବାକ୍ସ ରେ କେବେ ନିଆଁ ତ କେବେ  ଘଣ୍ଟି  ଚୋରି, କେବେ ହୁଣ୍ଡୀ  ତ  କେବେ ମନ୍ଦିର ର ମୁଣ୍ଡି ହେଉଛି ଚୋରି l ବହୁ ବର୍ଷ ପୂର୍ବରୁ ଗୋପାଳଜୀ ମନ୍ଦିର  ରେ ବିଗତ ବର୍ଷ ମାନଙ୍କ ରେ ପଞ୍ଚାରଥ,ରାମେଶ୍ୱର ଓ ସୁବର୍ଣ୍ଣମେରୁ ମନ୍ଦିର ରେ ମଧ୍ୟ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଆସିଛି l  ସବୁଠୁ ଆଶ୍ଚର୍ଯ୍ୟ ର କଥା ଯେ ଶ୍ରୀ ସୁବର୍ଣ୍ଣମେରୁ  ବାବା ଯିଏ କି ସୁବର୍ଣ୍ଣପୁର ର ଅଧିଷ୍ଠାତା ଏହି ମନ୍ଦିର ରେ ଥିବା  ପାର୍ଶ୍ଵ ଦେବୀ ମା ଭୁବନେଶ୍ୱରୀ ଙ୍କ ଗୋଟିଏ  ରୁପା ଆଖି କୁ କୋଉ ଦୁର୍ବୁର୍ତ୍ତ ତାଡି  ନେଇଥିବା  ଦେଖିବାକୁ ମିଳିଥିଲା l  ଏହି  ଅଞ୍ଚଳ  ସମେତ ନିଛାଟିଆ ଥିବା ସହର ର ବାଲାଜୀ ହନୁମାନ, ବୁଢା ରଜା, ପତଭାଡି ଲୋକନାଥ ମନ୍ଦିର, ଗୋକୋଣେଶ୍ୱର  ମନ୍ଦିର  ମାନଙ୍କ ରେ ଓ ରିଙ୍ଗ ରୋଡ଼, ଲଲୁ ପଡିଆ, ଟାଉନ ହଲ, ଷ୍ଟାଡିଅମ ରେ ଅପରାହ୍ନ ଓ ସାନ୍ଧ୍ୟl ସମୟରେ ବିଭିନ୍ନ ଅସାମାଜିକ ଓ ନିଶା ଖୋର ବ୍ୟକ୍ତି ଅଡ୍ଡା କରୁ ଥିବାରୁ ଭିନ୍ନ ପ୍ରକାର ର ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି l  ବ୍ୟାଙ୍କ, ଟ୍ରାଜେରି, ଜ଼ିଲ୍ଲାପାଳ ଅଫିସ, ସମସ୍ତ ଟ୍ରାଫିକ ଛକ ଓ ମୁଖ୍ୟ ଦପ୍ତର ମାନଙ୍କ ରେ  ସୁରକ୍ଷା ପାଇଁ   ପର୍ଯ୍ୟାପ୍ତ  ଭାବେ ପୋଲିସ ଙ୍କୁ ନିୟୋଜିତ କରାଯାଇଥିବା ବିଷୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ l ହେଲେ ସହର ରେ ଅସାମାଜିକ କାର୍ଯ୍ୟ କୁ  ନିୟନ୍ତ୍ରଣ କରୁଥିବା , ପବ୍ଲିକ ସେବା ରେ  24 ଘଣ୍ଟା ନିୟୋଜିତ ରହିଥିବା  ଏବଂ ରାଜ୍ୟ ସରକାର ଙ୍କ 5 T ଯୋଜନା ରେ ଜରୁରୀ କାଳୀନ ସେବା ପାଇଁ ଯୋଗାଇଦିଆ ଯାଇଥିବା ସେଇ ସ୍ୱତନ୍ତ୍ର 112  ଆମ୍ବୁଲାନ୍ସ ଗାଡି  ଏବେ ଦୀର୍ଘ ଦିନ ରୁ କୋଉ  ସେବାରେ ଲାଗିଛି  ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l  ପୁଣି  ଜନତା ଓ ସହର ର ଇଷ୍ଠ ଦେବା ଦେବୀ  ମନ୍ଦିର  ଯେଉଁଠି ସୁରକ୍ଷିତ ନ ରୁହେ  ସେଠି  ଜନ ସାଧାରଣ ଙ୍କ ଦୟା ରେ  ନିର୍ବାଚିତ  ତଥା  ଆମ ଜନତା ଙ୍କ ଉପରେ ପୁରା  ଆଶା ଭରଷା କରିଥିବା ସୁ- ସମ୍ପର୍କ ରଖିଥିବା ଆମ ସେଇ ପ୍ରିୟଭାଜନ ଜନ ପ୍ରତିନିଧି ମାନଙ୍କ ଙ୍କ ଆଗେ ପଛେ  ସବୁବେଳେ ପେଁ ପେଁ ସାଇରନ ବଜାଇ  ଦିନ ରାତି ପୋଲିସ ଗାଡି ଘୁରାଇବା ଓ ଜଗିବା  କିଛି ଆବଶ୍ୟକତା ନୁହେଁ ବୋଲି  ବୁଦ୍ଧିଜୀବୀ ମତ ରଖିଛନ୍ତି l  । ରିଂରୋଡ୍ ତଥା ରାମେଶ୍ୱର, ସୁରେଶ୍ୱରୀ ମନ୍ଦିର, ସୁବର୍ଣ୍ଣମେରୁ, ମନ୍ଦିର ସମେତ ଅନ୍ଧାରିଆ ନିରୋଳା ଜାଗାରେ ଥିବା ବିଭିନ୍ନ କାର୍ଯ୍ୟlଳୟ  ଓ ଉକ୍ତ ମନ୍ଦିର ମାନଙ୍କ ରେ ପୋଲିସ୍ ପାଟ୍ରୋଲିଂ କଡାକଡି କରିବା ସହ ଦେବୋତ୍ତର  ବିଭାଗ ମଧ୍ୟ ସକ୍ରିୟ ହୋଇଏ ସବୁ ଦିଗ ପ୍ରତି ତୀକ୍ଷ୍ଣ ନଜର ରଖିବାକୁ  ଲୋକେ ଦାବି କରିଛନ୍ତି । l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like