-+91-9937148622 |

prerana_bgr@rediffmail.com |

  Wednesday 11th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||      ଡୁଙ୍ଗୁରିପାଲି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ମହିଳା ଦିବସ ପାଳନ   (10-Mar-2026)       ||      *କମ୍ୟୁନିଟି ସେଣ୍ଟର କୋଠା ଉଦଘାଟନ କଲେ ସାଂସଦ ଙ୍କ ପ୍ରତିନିଧି*   (10-Mar-2026)       ||      ଓଡ଼ିଶା ସନାତନୀ କ୍ରିଏଟର ମଞ୍ଚ(OSCM)ର ପ୍ରଥମ ସମ୍ମିଳନୀ ସଫଳତାର ସହିତ ସମ୍ପନ୍ନ   (10-Mar-2026)       ||      ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ   (10-Mar-2026)       ||      ହଲଦିପାଲି ରେ ନକୁଳ ସହଦେଵ ମନ୍ଦିର ପ୍ରତିଷ୍ଠା ମହୋତ୍ସବ   (10-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି♦️ ପୋତ୍ତନୁର (କୋଏମ୍ବାଟୁର୍) ଠାରୁ ଧାନବାଦ୍‌କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର, ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଟ୍ରେନ୍    (10-Mar-2026)       ||      ଦକ୍ଷିଣ ଏସିୟା ଗୋଲ ଶଟ ବଳ ଆନ୍ତର୍ଜାତୀୟ ଚାମ୍ପିୟନସିପ ଖେଳିବା ପାଇଁ ଭାରତ ଦଳ ପାଇଁ ମନୋନୀତ   (10-Mar-2026)       ||      ଡୁମେରପିଟା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ   (10-Mar-2026)       ||      ଡୁମେରପିଟା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ   (10-Mar-2026)       ||     

HOME   ଜିଲ୍ଲା

କନ୍ଧମାଳ : ବାପା-ମା’ ଛେଉଣ୍ଡ ଗୀତାଞ୍ଜଳି କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବୀ

20-Sep-2021



କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ହନୁମାନ ମନ୍ଦିର ସାହିର ପାହଡ ଉପରେ ଗୀତାଞ୍ଜଳି ବସବାସ କରନ୍ତି। ପିଲାଟିଦିନରୁ ମା’ଙ୍କୁ ହରାଇଥିଲା ବେଳେ ବର୍ତମାନ ବାପାଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ଗୀତାଞ୍ଜଳି। ପାହାଡ ଉପରେ ଭଙ୍ଗା ଝାଟିମାଟି ଘର । ସେ ଘର ଭିତରେ ଏକାକି ଗୀତଞ୍ଜଳି । ବଢିଲା ବୟସ, ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ । ଓଳିଏ ଖାଇଲେ, ଓଳିଏ ଉପାସ ରହୁଛନ୍ତି। ବସ୍ତି ବାସିନ୍ଦାଙ୍କ ସାହାଯ୍ୟରେ ବଞ୍ଚିଛନ୍ତି ଗୀତାଞ୍ଜଳି । ଫୁଲବାଣୀ ହନୁମାନ ମନ୍ଦିର ସାହିର ପାହଡ ଉପରେ ଝାଟିମାଟିର ଭଙ୍ଗା ଦଦରା ଘରେ ଏକୁଟିଆ ରହୁଛନ୍ତି ଗୀତାଞ୍ଜଳି । ସେ ଫୁଲବାଣୀ ମହାବିଦ୍ୟାଳୟରେ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ । ଉଭୟ ବାପା ମା’ଙ୍କୁ ହରାଇ ସେ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇପଡ଼ିଛନ୍ତି । ସେ ଛୋଟ ଥିବା ସମୟରେ ମା’ ଆରପାରିକୁ ଚାଲିଯାଇଥିବା ବେଳେ, ବାପାଙ୍କର ଦୁଇ ମାସ ତଳେ ପରଲୋକ ହୋଇଛି । ବାପା ବଞ୍ଚିଥିବା ସମୟରେ ଏହି ଝାଟିମାଟି ଘରଟି କରିଥିଲେ ଏବଂ ମୂଲମଜୁରୀ କରି ଗୀତାଞ୍ଜଳିଙ୍କୁ ପାଠ ପଢ଼ାଉଥିଲେ । ବର୍ତମାନ ବାପା ଆରପାରିକୁ ଚାଲିଯାଇଥିବାବେଳେ ଗୀତାଞ୍ଜଳି ଏକା ହୋଇଯାଇଛନ୍ତି । ପଡ଼ୋଶୀମାନେ ବାପାଙ୍କ ଶୁଦ୍ଧିକ୍ରୟା କରିବା ସହିତ ଏବେ ଗୀତାଞ୍ଜଳିଙ୍କ ଖାଇବାପିଇବା କଥା ବୁଝୁଛନ୍ତି । ଏଭଳି ସ୍ଥଳେ ସେ ଆଗକୁ କ’ଣ କରିବେ , କେମିତି ଚଳିବେ ଏବଂ କେମିତି ପାଠ ପଢା ଜାରି ରଖିବେ ତାକୁ ନେଇ ଚିନ୍ତାରେ ଅଛନ୍ତି  । ତାଙ୍କୁ ସରକାରୀ ସହାୟତା ଦେବାକୁ ଉଭୟ ଗୀତାଞ୍ଜଳି ଓ ପଡ଼ୋଶୀ ମାନେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026
  ଜିଲ୍ଲା  
ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   11-Mar-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   11-Mar-2026
  ଜିଲ୍ଲା  
ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   10-Mar-2026
  ଜିଲ୍ଲା  
*ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   10-Mar-2026
  ଜିଲ୍ଲା  
ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   10-Mar-2026
  ଜିଲ୍ଲା  
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    10-Mar-2026
  ଜିଲ୍ଲା  
୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   10-Mar-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   10-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ମହିଳା ଦିବସ ପାଳନ   10-Mar-2026

You Might Also Like