-+91-9937148622 |

prerana_bgr@rediffmail.com |

  Thursday 12th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଳିକେଶଙ୍କ ବିଧାନସଭାରେ ପ୍ରଶ୍ନ♦️ ବଲାଙ୍ଗୀର ଜିଲ୍ଲାରେ ଖଣିଭିତ୍ତକ ଶିଲ୍ପସ୍ଥାପନର ପ୍ରସ୍ତାବ ନାହିଁ - ଖଣିମନ୍ତ୍ରୀ   (12-Mar-2026)       ||      *ନିଆରା ବିବାହ ବାର୍ଷିକୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ*-   (12-Mar-2026)       ||      ସରକାରଙ୍କ ଅଜବ ନୀତି:ଏଚ୍ ଆର ଏମ୍ ଏସ ସର୍ଭର ବନ୍ଦ,ତଥାପି ବିଲ୍ ଦାଖଲ ପାଇଁ ଡେଡ୍ ଲାଇନ୍   (12-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   (12-Mar-2026)       ||      ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ    (12-Mar-2026)       ||      ହରିରାଜପୁର ମେଳଣ ପଡିଆରେ ରାଜ୍ୟସ୍ତରୀୟ କବିତା ଆସର    (12-Mar-2026)       ||      ଡୁମେରପିଟା ସ୍କୁଲ ରେ ଛାତ୍ରଙ୍କୁ ମାଡ଼ ଘଟଣା,ଥାନା କୁ କଥା ଗଲା ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେଉଛି କିଏ ?   (12-Mar-2026)       ||      ବାପୁଜୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ   (12-Mar-2026)       ||      *ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ତାଲିମ ଶିବିର*   (12-Mar-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||     

HOME   ଜିଲ୍ଲା

ଗଞ୍ଜାମ : ତାତିଲେଣି ସାହାରା ଜମାକାରୀ ଓ ଏଜେଣ୍ଟ

20-Sep-2021



ଗଞ୍ଜାମ (ଉମା ମହାରଣା ): ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ସାହାରା ଇଣ୍ଡିଆରେ ଟଙ୍କା ଜମାକରିଥିବା ଜମାକାରୀ ମାନେ ଜମା ଅବଧି ସରିଥିଲେ ମଧ୍ୟ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରୁନାହାନ୍ତି । 

ଏହାର ପ୍ରଭାବ ଜମାଟଙ୍କା ସଂଗ୍ରହ କରୁଥିବା ଏଜେଣ୍ଟ ମାନଙ୍କ ଉପରେ ମଧ୍ୟ ବିଶେଷ ଭାବେ ପଡିଥିବା ଲକ୍ଷ କରାଯାଇଛି । ସୋମବାର ଦିନ କୋଦଳା ନିକଟସ୍ଥ ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ

ଜମାକାରୀ ଓ ଏଜେଣ୍ଟ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ବୈଠକରେ ଜମା ଟଙ୍କା କିପରି ଫେରସ୍ତ ପାଇବା ଆଲୋଚନା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶୀଘ୍ର ଏଥିରେ  ହସ୍ତକ୍ଷେପ କରି ଦୃଢ ପଦକ୍ଷପ ନନେଲେ ଆଗାମୀ ଦିନରେ ଜମାକାରୀ ଓ ଏଜେଣ୍ଟଙ୍କ ପକ୍ଷରୁ ପ୍ରଶାସନିକ କାର୍ଯ୍ୟାଳୟ ସମୁଖ ରେ ଆନ୍ଦୋଳନ କରାଜୀବବୋଲି ଚେତାବନୀ ଦିଆଯାଇଅଛି । ଆଜିର ବୈଠକରେ ମୁଖ୍ୟ ଦାବିଗୁଡିକ ହେଲା   ୧. ଜମାକାରୀଙ୍କ ଜମାଟଙ୍କା ସୁଧ ସହ ତୁରନ୍ତ ଫେରସ୍ତ ।
୨. ନୁଆଁ ଜମା ସଂଗ୍ରହ ଉପରେ ରୋକ୍ ଲଗାଯାଉ ।
୩. ସଂସ୍ଥାର ଠକାମି କାର୍ଯ୍ୟକଳାପ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । 
୪.ଭଞ୍ଜନଗର ରେ ଥିବା ସାହାରା ଆଞ୍ଚଳିକ କାର୍ଯ୍ୟାଳୟକୁ ,ବ୍ରହ୍ମପୁର ସହରକୁ ଶୀଘ୍ର ଅଣାଯାଉ,କାରଣ ବ୍ରହ୍ମପୁର ସହର ହେଉଛି ଗଂଜାମ ଓ ଗଜପତି ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳ ଏବଂ ଗମନାଗମାନର କେନ୍ଦ୍ରସ୍ଥଳ ଅଟେ। M ଶ୍ୟାମଘନ ପାତ୍ରଙ୍କ ତତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲା, ମୂଖ୍ୟ ଅତିଥି
ସାହାରା ଜମାକାରୀ ମଞ୍ଚ(ଓଡିଶା)ର ସଭାପତି ବିଜୟ କୁମାର ପାଢୀ ଓ ସମ୍ପାଦକ ସଂଜୀବ କୁମାର ପଣ୍ଡା ଓ ସଭ୍ୟ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଉପସ୍ଥିତ ଥିଲେ, କୋଦଳା ଓ ପୁରୁଷୋତ୍ତମପୁର ର 

ଜମାକାରୀ ସଂଘର ସଭାପତି M ଶ୍ୟାମଘନ ପାତ୍ର, ସମ୍ପାଦକ ଗିରିଧାରୀ କର, ଏବଂ ଅନ୍ୟ ସଦସ୍ୟ ପ୍ରଳୟ କୁମାର ସାହୁ, ପଞ୍ଚାନନ ଷଡଙ୍ଗୀ, ଗଙ୍ଗାଧର ସ୍ୱାଇଁ, ରମାକାନ୍ତ ଆଚାର୍ଯ୍ୟ, ଜୁମର ଜେନା, ସୁଦାମ ଚରଣ ପ୍ରଧାନ ଜଗନ୍ନାଥ ଦାଶ, ପବନା ମୁନି, B ସୀମାଞ୍ଚଳ ପାତ୍ର, ରବୀନ୍ଦ୍ର ପରିଡା ସମେତ ୫୦ରୁ   ଅଧିକ ଜମାକାରୀ ଓ ଏଜେଣ୍ଟ ଏହି ବୈଠକରେ ସମିଲି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଳିକେଶଙ୍କ ବିଧାନସଭାରେ ପ୍ରଶ୍ନ♦️ ବଲାଙ୍ଗୀର ଜିଲ୍ଲାରେ ଖଣିଭିତ୍ତକ ଶିଲ୍ପସ୍ଥାପନର ପ୍ରସ୍ତାବ ନାହିଁ - ଖଣିମନ୍ତ୍ରୀ   12-Mar-2026
  ଜିଲ୍ଲା  
*ନିଆରା ବିବାହ ବାର୍ଷିକୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ*-   12-Mar-2026
  ଜିଲ୍ଲା  
ସରକାରଙ୍କ ଅଜବ ନୀତି:ଏଚ୍ ଆର ଏମ୍ ଏସ ସର୍ଭର ବନ୍ଦ,ତଥାପି ବିଲ୍ ଦାଖଲ ପାଇଁ ଡେଡ୍ ଲାଇନ୍   12-Mar-2026
  ଜିଲ୍ଲା  
ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   12-Mar-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Mar-2026
  ଜିଲ୍ଲା  
ହରିରାଜପୁର ମେଳଣ ପଡିଆରେ ରାଜ୍ୟସ୍ତରୀୟ କବିତା ଆସର   12-Mar-2026
  ଜିଲ୍ଲା  
ଡୁମେରପିଟା ସ୍କୁଲ ରେ ଛାତ୍ରଙ୍କୁ ମାଡ଼ ଘଟଣା,ଥାନା କୁ କଥା ଗଲା ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେଉଛି କିଏ ?   12-Mar-2026
  ଜିଲ୍ଲା  
ବାପୁଜୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ   12-Mar-2026
  ଜିଲ୍ଲା  
*ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ତାଲିମ ଶିବିର*   12-Mar-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   11-Mar-2026

You Might Also Like