-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Sep-2021
ଢେଙ୍କାନାଳ (ତାପସ ଦାସ): -ପରଜଙ୍ଗ ଥାନା ର ଏକ ସତନ୍ତ୍ର ଟିମ ଲୋଧଣି ଗ୍ରାମ ନିକଟସ୍ଥ ଗଣ୍ଠି ଢ଼ାବା ଉପରେ ଚଢ଼ାଉ କରି, ବିପୁଳ ପରିମାଣ ର ବିଦେଶୀ ମଦ ଜବତ କରିଛନ୍ତି, ସମୁଦାୟ ୩୭ ଟି ବିଭିନ୍ନ ବ୍ରାଣ୍ଡର ୨0ଲିଟର ବିଦେଶୀ ମଦ ଜବତ କରାଯାଇଛି, ମାଲିକ ଲୋଧନି ଗ୍ରାମର ଶିବ ପ୍ରଧାନ ପିତା, ଦୀନବନ୍ଧୁ ପ୍ରଧାନ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି,