-+91-9937148622 |

prerana_bgr@rediffmail.com |

  Saturday 14th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||      ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Mar-2026)       ||      ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ ♦️ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ ଓ ଟି ପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ    (13-Mar-2026)       ||      ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ-୨୦୨୬ ଅନୁଷ୍ଠିତ   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ଖଡ଼ିଛୁଆଁ ପୂର୍ବରୁ ଶିଶୁ ବାଟିକା ପିଲାଙ୍କ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ   (13-Mar-2026)       ||      ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ   (13-Mar-2026)       ||      ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍   (13-Mar-2026)       ||      ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ   (13-Mar-2026)       ||     

HOME   ଜିଲ୍ଲା

ପଞ୍ଚାୟତ ନିର୍ବାଚନ କୁ ଆଖିରେ ରଖି କଂଗ୍ରେସ ଗଣିଆ ବ୍ଳକ ରେ ବଜାଇଲା ବିଗୁଲ

19-Sep-2021



ନୟାଗଡ (ପ୍ରଦୀପ କୁମାର ପଣ୍ଡା ): ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିର୍ଦେଶକ୍ରମେ ଗଣିଆ କଂଗ୍ରେସ କମିଟିର ସାଂଗଠନିକ ବୈଠକ ଆଜି ଅପରାର୍ହ୍ନରେ ବେଲପଡା ପଞ୍ଚାୟତ ଅନ୍ତର୍ଗତ ଦଶୀପୁରହାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ମହାଳିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା କଂଗ୍ରେସର ସଭାପତି ରଣଜିତ ଦାଶ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହୁସେନ ଖାଁ ,ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସରୋଜ କୁମାର ପରିଡା ,ରାଜୀବ ଗାନ୍ଧୀ ପଞ୍ଚାୟତରାଜର ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ଶତପଥୀ, ଗଣିଆ ବ୍ଲକ କଂଗ୍ରେସ ସଭାପତି କାଶୀନାଥ ନାୟକ , ଦଶପଲ୍ଲା ବ୍ଲକର କଂଗ୍ରେସ ସଭାପତି ବୁଲୁ ପରିଡା ,ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ନାୟକ ଯୋଗ ଦେଇ ଅନୁଷ୍ଠିତ ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ  ନୟାଗଡ଼ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଏକ ଶକ୍ତିଶାଳୀ ଦଳ ଭାବେ ଗଢି ତୋଳିବାକୁ ବ୍ଲକ ସ୍ତରୀୟ ନେତୃମଣ୍ଡଳୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବୁଥ୍ ସ୍ତରର ନେତାଙ୍କ ସହିତ ନିର୍ବାଚନମଣ୍ଡଳୀ ନେତାମାନଙ୍କ ଯୋଗାଯୋଗ କରି ଉଭୟଙ୍କ ପରାମର୍ଶ କ୍ରମେ ଦଳକୁ ମଜବୁତ୍ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଦଳ ଆଜି ଯେଉଁ ସ୍ଥିତି ମଧ୍ୟରେ ଗତି କରୁଛି ଏଥିରେ ଉନ୍ନତି ଆଣିବାକୁ ହେଲେ ଦଳର ପ୍ରତ୍ୟେକ କର୍ମୀଙ୍କୁ ସୈନିକ ସଦୃଶ ପରିଶ୍ରମ କରିବାକୁ ପଡ଼ିବ ବୋଲି ମତପୋଷଣ କରିଥିଲେ ।ନିର୍ବାଚନ ମଣ୍ଡଳୀରେ ସାଂଗଠନିକ ବୈଠକମାନ କରାଯାଇ ଏ ନେଇ ବିସ୍ତୃତ ଖସଡା ପ୍ରସ୍ତୁତ କରାଯାଉଛି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହୁସେନ ଖାଁ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ଗଣିଆ ବ୍ଲକ କଂଗ୍ରେସର ଆଗଧାଡ଼ିର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମହାପାତ୍ର ,ହଲିମ ଖାଁ ତ୍ରିନାଥ ବେହେରା ,ସନ୍ତୋଷ ରାଉତ ,କୁତାର୍ଥ ବେହେରା ,ଟୁକୁନି ସାହୁଙ୍କ ସମେତ ଗଣିଆ ବ୍ଲକରୁ ବିଭିନ୍ନ ପଞ୍ଚାୟତର ୧୦୦ରୁ ଅଧିକ ଛାମୁଆ କଂଗ୍ରେସ ନେତା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026
  ଜିଲ୍ଲା  
ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   14-Mar-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   13-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   13-Mar-2026
  ଜିଲ୍ଲା  
ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ   13-Mar-2026
  ଜିଲ୍ଲା  
ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   13-Mar-2026
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   13-Mar-2026
  ଜିଲ୍ଲା  
ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   13-Mar-2026
  ଜିଲ୍ଲା  
ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   13-Mar-2026
  ଜିଲ୍ଲା  
*ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   13-Mar-2026
  ଜିଲ୍ଲା  
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   13-Mar-2026

You Might Also Like