-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ହିନ୍ଦୋଳରେ ଚୋରି କରିବାକୁ ଯାଇ ଧରା ପଡି ହଟହଟା ହେଲା ଚୋର

19-Sep-2021



ଢେଙ୍କାନାଳ (ତାପସ ଦାସ ): ଆଜିକାଲି ଅଧିକ ଘର ନିର୍ମାଣ କରି ଘର ଭଡାରେ ଲଗାଉଛନ୍ତି ଜନସାଧାରଣ l ଯେଉଁ ବ୍ୟକ୍ତିଙ୍କୁ ଘର ଦେଉଛନ୍ତି ପ୍ରଥମେ ସେ ବ୍ୟକ୍ତି ବିଷୟରେ ବୁଝୀ ବିଚାରି ଘର ଭଡା ଦେବା ଆବଶ୍ୟକ ନଚେତ ଆପଣଙ୍କ କ୍ଷତି ହେବାସହ ଅନ୍ୟକୁ କ୍ଷତି ରେ ପହଞ୍ଚାଇବା ସମ୍ଭାବନା ରହୁଛି l ଏଭଳି ଆମେ କାହିଁକି କହୁଚୁ ଟିକେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ ଏପରି ଏକ ଲଜ୍ୟାକର ଘଟଣା ଘଟିଛି ହିନ୍ଦୋଳ ବାଉଁଶ ପୋଖରୀ ଗ୍ରାମର ତାରିଣୀ ସାଇରେ। ସେହି ଗ୍ରାମର  ଜାପାନୀ ରାଉତ ନିଜେ ସ୍ୱାମୀ ସ୍ତ୍ରୀ, ପୁଆବୋହୂ ଙ୍କୁ ନେଇ ଜୀବନ ଯାପନ କରନ୍ତି l ସେହି ଗ୍ରାମର ପାଖ ପଡୋଶୀଙ୍କର ଏକ ଘର ଘର ଭଡା ନେଇ ସୁନୀଲ ମହାପାତ୍ର ନାମକ ୪୦ ବୟସର ବ୍ୟକ୍ତି ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଭଡାରେ ରହୁ ଥିବା ଜଣା ପଡ଼ିଛି l ସୁନୀଲ ମହାପାତ୍ର ଚୋରି କରିବା ଉଦ୍ଦେଶ୍ୟରେ ସେହି ତାରିଣୀ ସାଇର ଜାପାନୀ ରାଉତଙ୍କ ଘରକୁ  ଗତ ୧୬ ତାରିଖରେ ରାତି ପ୍ରାୟ ୨ଟା ସମୟରେ ପଡୋଶୀ ଜାପାନୀଙ୍କ ଘରକୁ ଟାର୍ଗେଟ କରି ଘର ଭିତର କୁ ପଶିଥିଲା ସୁନୀଲ ଭଡାଟିଆରେ ରହୁ ଥିବା ବ୍ୟକ୍ତି l ସେହି ସମୟରେ ଜାପାନୀ ରାଉତଙ୍କ ପୁଅ ମୁନା ରାଉତ କୌଣସି କାରଣରୁ ନିଦ ଭାଙ୍ଗି ଯିବାରୁ ଉଠି ଥିଲେ। ସେ ଦେଖିବାକୁ ମିଳିଲା ତାଙ୍କ ଘରେ ଜନୈକ ବ୍ୟକ୍ତି ଜଣକ ଘରେ ପଶି ଚୋରି କରିବାକୁ ଉଦ୍ୟମ ଚଳାଉଛି। ବାଉଁଶ ପୋଖରୀ ତାରିଣୀ ସାଇର  ଗ୍ରାମବାସୀ ପାଟି ତୁଣ୍ଡ ଶୁଣି ଆସି ଚେଷ୍ଟା କରି ଚୋରକୁ ଧରିବାରେ ସକ୍ଷମ ହେବା ସହ ଗ୍ରାମବlସି ଜାପାନୀ ରାଉତଙ୍କ ପରିବାର ଲୋକ ଜଗି ରହି ଥିଲେ l ସକାଳ ହେଲାପରେ ଜାପାନୀଙ୍କ ସ୍ତ୍ରୀ ହୀନ୍ଦୋଳ ଥାନାରେ ଏ ବିଷୟରେ ଲିଖିତ ଅଭିଯୋଗ କରିବାରୁ ସକାଳେ ହିନ୍ଦୋଳ ଥାନା ଆ ଇ ସି ଚୋରକୁ ଧରି କାବୁ କରିବା ସହ  ଥାନାକୁ ନେଇ ତଦନ୍ତ ଚଳାଇ ଥିଲେl ଏ ବିଷୟରେ ଆମ ପ୍ରତିନିଧି ହୀନ୍ଦୋଳ ଥାନାଙ୍କୁ ପଚାରିବାରୁ ସେ କୁହନ୍ତି ତଦନ୍ତ ଜାରି ରହିଛି ତଦନ୍ତ ସରିଲା ପରେ ପ୍ରକୃତ ସତ୍ୟ କଣ ଜଣା ପଡିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like