-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
19-Sep-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ବୁର୍ଡl କଲ୍ୟାଣମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବସରରେ ସେବା ଓ ସମର୍ପଣ କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ସରୋଜ ସାହୁ, ଉମେଶ ପଟେଲ, କିଶୋର ପଟେଲ, ସୁଦାମ ଜେନା, ଦ୍ଵିତୀକୃଷ୍ଣ ସେଲମା, ରଙ୍କ ପଣ୍ଡା, ଲଳିତ ପଧାନ, ଗୌରାଙ୍ଗ ନାଏକ, ସୁନିଲ ଦାଶ, ଜିଲ୍ଲା ସମ୍ପାଦକ ରମା ପଧାନ, ରାଜୁ ସାହୁ, ସୁଧୀର ପଶାୟତ, ଭୁତନାଥ ନାଏକ, ବହାଦୁର ନନ୍ଦ, ପ୍ରଶାନ୍ତ ସାହୁ, ଗୌତମ କୁଅଁର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସାଫଲ୍ୟ କରିଥିଲେ l