-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
19-Sep-2021
ଢେଙ୍କାନାଳ(ତାପସ ଦାସ) -ଢେଙ୍କାନାଳ ଜିଲ୍ଲା ଅତିଣ୍ଡା ର ଉପର ସାଇ ଖୁଦୁରୁକୁଣୀ ବ୍ରତୀ ବୃନ୍ଦ ଓ ତଳସାଇର ଖୁଦୁରୁକୁଣୀ ବ୍ରତୀ ମା ମଙ୍ଗଳlଙ୍କୁ ଶରଣ କରି ପୂଜାପାଠ କରିଥିଲେ ଏବଂ ଝୁଣା, ଦୀପ, ଘିଅ, ଫୁଲ, ରେ ଅର୍ପଣ କରିଥିଲା ଓ ଭକ୍ତିର ସହ ପୂଜାପାଠ କରିଥିଲେ l ସମସ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ଶେଷ ପୂଜା କାର୍ଯ୍ୟ ତୁଲାଇ ଥିଲେ l