-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ସୁଦୂର ଦୁବାଇରେ ନୂଆଖାଇ ଭେଟଘାଟ ଓ ରଙ୍ଗରଙ୍ଗ କାର୍ଯ୍ୟକ୍ରମ

18-Sep-2021



ଦୁବାଇ,   ସୁଦୂର ୟୂ ଏ ଇ ମଧ୍ୟରେ ଚଳିତ ବର୍ଷ ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଖାଇ ୨0୨୧ କୋଭିଡ-19 ନିୟମାନୁସାରେ ଏକ ଭିନ୍ନ ସ୍ୱତନ୍ତ୍ରତା ମଧ୍ୟରେ କୋଇଲା ଲଞ୍ଜେଷ ଠାରେ ଆୟୋଜନ କରାଯାଇଥିଲା ଯେଉଁଠି ପ୍ରାୟତଃ ଏକସହ ରୁ ଉର୍ଦ୍ଧ୍ୱ ପଶ୍ଚିମ ଓଡିଶା ର ପରିବାର ସମୂହ ଯେଉଁମାନେ ଦୁବାଇ ରେ ରହି ବିଭିନ୍ନ ବ୍ୟବସାୟ ଓ କମ୍ପେନୀ ମାନଙ୍କରେ କର୍ତବ୍ୟରତ ଅଛନ୍ତି ସେମାନେ ନିଜର ସଦିଚ୍ଛା ମୁତାବକ ଏହି ବିଶିଷ୍ଟ ନୂଆଖାଇ ଭେଟଘାଟ କୁ ମା ସମଲେଶ୍ୱରୀ ଙ୍କ ସମ୍ମୁଖରେ ଆଳତୀ ର ଆୟୋଜନ କରାଇ ଇଷ୍ଟ ଦେବୀ ଙ୍କୁ ନୁଆଁ ଲଗେଇଥିଲେ l

ଉପରୋକ୍ତ ଉତ୍ସବରେ ପଶ୍ଚିମ ଓଡିଶା ର ପାରମ୍ପରିକ ବସ୍ତ୍ର ପରିଧାନ କରିବା ବିଶେଷତ୍ୱ କ୍ରମେ ମହିଳା ମାନଙ୍କର ସମ୍ବଲପୁରୀ ଶାଢ଼ୀ,ପାଟ ଓ ପୁରୁଷ ଏବଂ ଶିଶୁ ମାନଙ୍କ ପୋଷାକ ବେଶ ଆକର୍ଷଣ ଥିଲା l ଏହାଛଡା ପଶ୍ଚିମ ଓଡିଶା ର ଲୋକ ନୃତ୍ୟ, ସଂଗୀତ ଓ କବିତା ପାଠୋତ୍ସବ ପରିବେଷଣ ଏହି ମାହୋଲ କୁ ଆହୁରି ରଙ୍ଗାଇତ କରାଇଥିଲା l
ଏହି ବିଶେଷ ପର୍ବ ସମାରୋହରେ ଦୁବାଇ ନୂଆଖାଇ ପରିବାର ତରଫରୁ ବ୍ରାଜ଼ୀଲ ଦେଶ ରୁ ସ୍ୱତନ୍ତ୍ର ଅତିଥି ଶ୍ରୀମାନ ଗ୍ରାବିଓ ଙ୍କୁ ନିମନ୍ତ୍ରଣ କରା ଯାଇଥିବାବେଳେ ପଶ୍ଚିମ ଓଡିଶା ର ବିଶିଷ୍ଟ ଅତିଥି ମାନଙ୍କର ଶୁଭେଚ୍ଛା ଓ ମତାମତ କୁ "ଭିଡିଓ ଡିଜିଟାଲ ସୋ "ମାଧ୍ୟମରେ ପରିବେଷଣ କରାଯାଇଥିଲା ଓ କିଛି ପ୍ରତିଯୋଗିତା ମାନଙ୍କ ଓ ଅତିଥି 

ମାନଂକୁ  ନୂଆଖାଇ ମଞ୍ଚ ରେ ସମ୍ମାନିତ କରାଯାଇଥିଲା l
ଉପରୋକ୍ତ ନୂଆଖାଇ ସମାରୋହ କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ଅନ୍ତରରେ ପାଳନ କରାଯିବା ଦୁବାଇ ନୂଆଖାଇ ପରିବାର ପାଇଁ ଏକ ସ୍ୱତନ୍ତ୍ର ଚ୍ୟାଲେଞ୍ଜ ଥିଲା ବୋଲି ଆୟୋଜକ ଶ୍ରୀମତୀ ଚିନ୍ମୟୀ ବେହେରା ଜଣାଇଛନ୍ତି ଓ ଏହା ଆସନ୍ତା ଦିନ ରେ ଆହୁରି ଧୂମଧାମ ସହିତ ପାଳନ କରାଯିବ ବୋଲି ସଭ୍ୟ ସମୂହ ଜଣାଇଛନ୍ତି ll


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like