-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
19-Sep-2021
ଗଞ୍ଜାମ (ଉମା ମହାରଣା ):ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦୁର୍ଗ ଭାବେ ବେଶ ଜଣାସୁଣା ଥିଲା ଗୁଡିଅ।ଳି ଗ୍ରାମ ପଂଚାୟତ । ହେଲେ ସେ ଦିନ ଅ।ଜି ଅ।ଉ ନାହିଁ । ଖୋଦ ଗ୍ରାମ ପଂଚାୟତର ସରପଚଂ ତଥା ଟପ ଯୁବ ବେଜେଡି ନେତା କୁମର ଜେନା ଏହି କଂଗ୍ରେସ ଗଡ କୁ ଭାଙ୍ଗିବା ପାଇଁ ବହୁବାର ଉଦ୍ୟମ ଚଲାଇଥିବା ବେଳେ ସେ ମଧ୍ୟ ସଫଳ
ହୋଇପାରିଛନ୍ତିହୋଇପାରିଛନ୍ତି । ଅ।ଉ ଗ୍ରାମ ପଂଚାୟତ ର କିଛି ବରିଷ୍ଠ କଂଗ୍ରେସ ନେତା ବିଧାୟୀକା ଲତିକା ପ୍ରଧାନ ଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିବା ବେଳେ ଅ।ସନ୍ତା ପଂଚାୟତ ନିର୍ବାଚନରେ କିଭଳି ଗୁଡିଅ।ଳି ଗ୍ରାମ ପଂଚାୟକୁ ଶାନ୍ତି ରଖିବା ପାଇଁ ଇଲେକ୍ସନ ବଦଳରେ ସିଲେକ୍ସନ ଅର୍ଥାତ ଅନକାଣ୍ଟଷ୍ଟ କରାଯିବ ବୋଲି ଅ।ଶା ରଖିଛନ୍ତି ସରପଂଚ କୁମର ଜେନା ।