-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||     

HOME   ମହାନଗର

ଅମ୍ବିକା ସ୍ବାଇଁ ଙ୍କ ଶିଶୁ କବିତା ପୁସ୍ତକ ଉନ୍ମୋଚିତ

12-Sep-2021



ଭୁବନେଶ୍ୱର,ପ୍ରେରଣା ଖାବର ): ପବିତ୍ର ଶ୍ରୀଗଣେଶ ଚତୁର୍ଥୀ
ଅବସର ରେ ସୁପରିଚିତା ଲେଖିକା,ସଙ୍ଗଠିକା ଶ୍ରୀମତୀ ଅମ୍ବିକା ସ୍ବାଇଁଙ୍କ ଶିଶୁ କବିତା ପୁସ୍ତକ 'ଆସ ଗଢିବା ସ୍ବପ୍ନ ର ଦେଶ"ଲୋକାର୍ପିତ ହୋଇ ଯାଇଛି ।
ବରିଷ୍ଠ ସାହିତ୍ୟିକ ପ୍ରାକ୍ତନ ଆରକ୍ଷୀ ମହାନିର୍ଦେଶକ
ବିପିନ ବିହାରୀ ମିଶ୍ର,ବିଶିଷ୍ଟ ସାହିତ୍ୟିକା,ଅନୁବାଦିକା
ଡଃ ଶକୁନ୍ତଳା ବଳିୟାର ସିଂହ,ବରିଷ୍ଠ ଶିଶୁ ସାହିତ୍ୟିକ,ଶିକ୍ଷାବିତ ଡ଼ଃ ଦିଗରାଜ ବ୍ରହ୍ମା, ବରିଷ୍ଠ
ଶିଶୁ ସାହିତ୍ୟିକ, ଶିକ୍ଷାବିତ ସମୀକ୍ଷକ, ଡଃ ବସନ୍ତ କିଶୋର ସାହୁ,ବରିଷ୍ଠ ଶିଶୁ ସହିତ୍ୟିକା ତଥା ନନ୍ଦନକାନନ ପତ୍ରିକା ର ସମ୍ପାଦିକା ଶ୍ରୀମତୀ ସରଳା ପତ୍ରି, ବିଶିଷ୍ଟ ସାହିତ୍ୟିକ ରାଜ୍ୟ ଶିଶୁ ସାହିତ୍ୟ ଲେଖକ ସମ୍ମେଳନ ର ସମ୍ପାଦକ ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଏବଂ ଲେଖିକା ଙ୍କର ବଡ ଭାଇ ଓଡ଼ିଶା ଅଗ୍ନିଶମ ବିଭାଗ ର ସର୍ବୋଚ୍ଚ ଅଧିକାରୀ ଶ୍ରୀଯୁକ୍ତ ମହେଶ୍ୱର ସ୍ବାଇଁ ଙ୍କ କର କମଳ ରେ ଭାଷା ବିଜ୍ଞାନୀ ଡ଼ଃ ଦେବାଶିଷ ମହାପାତ୍ର ଙ୍କ
ସଂଯୋଜନା ରେ ପୁସ୍ତକ ଟି ଲୋକାର୍ପିତ ହୋଇ ଯାଇଛି । ସମସ୍ତ ବିଜ୍ଞ ଅତିଥି ଏବଂ
 ସମୀକ୍ଷକ,ଡଃ ବସନ୍ତ କିଶୋର ସାହୁ ପୁସ୍ତକ ଟିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି କହିଥିଲେ, ଭାଵ ଭାଷା ଶବ୍ଦ ସଂଯୋଜନା ସହିତ ଲେଖା ଗୁଡ଼ିକ ସରଳ ସାବଲୀଳ, ଶିଶୁ ମନ ଉପଯୋଗୀ ବେଶ ଶିକ୍ଷଣୀୟ ହୋଇ ପାରିଛି, ସୁନ୍ଦର ସମାଜ ,ଦେଶ ଗଠନ ପାଇଁ ଏଥିରେ ବାର୍ତ୍ତା ଭରି ରହିଛି,ନିଶ୍ଚିତ ଭାବରେ ପୁସ୍ତକ ଟି ଆଦୃତି ଲାଭ କରିବ ବୋଲି  ମତବ୍ୟକ୍ତ କରି ଥିଲେ । ଲେଖିକା ଅମ୍ବିକା ସ୍ବାଇଁ ପୁସ୍ତକ ଟିର ଲେଖକୀୟ ଆଭିମୁଖ୍ୟ ଅବତାରଣା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ କଣ୍ଠଶିଳ୍ପୀ ରୁଦ୍ର ରୁପା ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ ।
        ଏହି ଉତ୍ସଵ ରେ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ, ଯଥା..ସୁକୁମାର ସାମଲ, କିଶୋର ଚନ୍ଦ୍ର ସ୍ୱାଇଁ, ଜ୍ଞାନଚାନ୍ଦ ଶତପଥୀ ଡ଼ଃ ସୁଷମା ମିଶ୍ର,ଅଶୋକ ସାମନ୍ତ, ବିପିନ ବିହାରୀ ଦଳାଇ,ବ୍ରହ୍ମାନନ୍ଦ ବିଶ୍ୱାଳ,, ସୌଭାଗିନୀ ମହାପାତ୍ର, ଡଃ ଶଶୀଭୂଷଣ ମହାପାତ୍ର,, ଡଃ ରଶ୍ମି ଦାସ,ଅଲେଖ ଚନ୍ଦ୍ର ରାଉତ, ପ୍ରଦୀପ କୁମାର ସାହୁ, ଅରୁଣ କୁମାର ମହାନ୍ତି, ସବ୍ୟସାଚୀ ବିଶୋଇ,ବାଉରୀ ବନ୍ଧୁ ଲେଙ୍କା ସୌମ୍ୟରଂଜନ ଦାଶ,ପୂର୍ଣ୍ଣ ପଟ୍ଟନାୟକ, ସୁଷମା,ରାଜଲକ୍ଷ୍ମୀ ତ୍ରିପାଠୀ, ମମତା ବାରିକ,ଅନିମା ପଟ୍ଟନାୟକ,ନିରାକାର ଚଇନି,
 ଜୟଶ୍ରୀ  ପଟ୍ଟନାୟକ, ପୁଷ୍ପାଞ୍ଜଳି ପଣ୍ଡା, ମଞ୍ଜୁଲତା ସିଂ ,ସୁଷମା ଲେଙ୍କା,ଗୀତା,କେ ବିପ୍ଳବ,କାହ୍ନୁ ଚରଣ ସାହୁ ଦାସ,ବିରଜା ଦେବୀ ପ୍ରଭୁତି ଉପସ୍ଥିତ ରହି  ଶୁଭେଛା ବାର୍ତ୍ତା ପ୍ରଦାନ କରି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026

You Might Also Like