-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
01-Sep-2021
ଭୁବନେଶ୍ବର (ଶୁଭାଶିଷ ନାୟକ) ଆଜିଠୁ ବସୁଛି ବିଧାନସଭାର ମୌସୁମୀ_ଅଧିବେଶନ । ୯ ତାରିଖ ଯାଏ ଚାଲିବ ଅଧିବେଶନ, ରହିଛି ୮ଟି କାର୍ଯ୍ୟ ଦିବସ l ପ୍ରଥମ ଦିନରେ ୬ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ।୬ ବିଭାଗ-କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ବିଦ୍ୟାଳୟ ଓ ଗଣଶିକ୍ଷା,* *ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ । ବିଧାନସଭାରେ ଆଜି ୭ଟି ବିଲ୍ ମଧ୍ୟ ଉପସ୍ଥାପିତ ହେବା କାର୍ଯ୍ୟକ୍ରମ