-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
29-Aug-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ): ଆଗଲପୁର ବ୍ଲକ ନଅଗାଁ (ଖ)ର ଅନ୍ତର୍ଗତ ସକାଳୁ ନାଗ ନାମକ ବ୍ୟକ୍ତି ଯାହାଙ୍କ କେହି ନାହାଁନ୍ତି ଓ ସେ ଜଣେ ଦିବ୍ୟାଙ୍ଗ, ଦୀର୍ଘଦିନରୁ ତାଙ୍କ ଗୋଡରେ ଆଘାତ ହୋଇ ଘାଆ ହୋଇଯାଇଥିଲା l ଆଗଲପୁର ବ୍ଲକ ବିଜେଡିର ଦୁଇ ସମାଜସେବୀ ଝସକେତନ ମହାନନ୍ଦ ଓ ବିକ୍ରମ ମହାନନ୍ଦ ଖବର ପାଇ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କୁ ଏ ବିଷୟରେ ଜଣାଇଵା ପରେ ସେ ସଙ୍ଗେ ସଙ୍ଗେ ସକାଳ ନାଗଙ୍କୁ ଚିକିତ୍ସା ବ୍ୟବସ୍ଥା କରିବା ସହିତ