-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
29-Aug-2021
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପୋଡ଼ା ଶାସନ ପୁରୁଣା ବଷ୍ଟାଣ୍ଡ ପାଖରେ ଥିବା ପୁରସ୍ତମ ମହାରଣା ଙ୍କ ଶାଳଘରେ ମଧ୍ୟ ରାତିରେ ଅଗ୍ନି କାଣ୍ଡ ଘଟି ଲକ୍ଷାଧିକ ଟଙ୍କାର
ଫର୍ନିଚର ସହ ଶାଳରେ ଥିବା ସମସ୍ତ ମେସିନାରୀ ପୋଡିଯିବା ସହ
ଗୋଟିଏ ଗାଈ ମଧ୍ୟ ପୋଡ଼ିଯାଇଥିବା ସୂଚନା ମିଳିଛି ପୋଲସରା ଅଗ୍ନିଶ୍ରମ ଗାଡି ପହଂଚି ନିଆଁ ଆୟତ୍ତ କରିବା ବେଳକୁ ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଥିଲା କୋଉ କାରଣରୁ ଏଇ ଅଗ୍ନିକାଣ୍ଡ ହୋଇଛି ତାହା ବର୍ତମାନ ସୁଦ୍ଧା ଜଣା ପଡ଼ିନାହିଁ