-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Aug-2021
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଣ୍ଟାବାଞ୍ଜି ଆଗମନ ହୋଇଥିଲା ତାଙ୍କ ସହ ସାଂସଦ ବଲାଙ୍ଗୀର ସଂଗୀତା ସିଂହଦେଓ ସହ ବିଜେପି ର ତୁଙ୍କ ନେତା ସହ ଜନ ଆଶୀର୍ବାଦ ଯାତ୍ରା ରେ ଯୋଗ ଦେଇଥିଲେ, ଏହି ସମୟ ରେ କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନ, ପ୍ରେସ କ୍ଲବ କଣ୍ଟାବାଞ୍ଜି, ରାଇଟ ଟୁ ଫାଇଟ କଣ୍ଟାବାଞ୍ଜି, ସାମ୍ୱାଦିକ ସଂଘ କଣ୍ଟାବାଞ୍ଜି, ବଣିକ ମହାସଂଘ କଣ୍ଟାବାଞ୍ଜି, ଅଗ୍ରୱାଲ ସଭା,ମାରୱଡ଼ି ଯୁବା ମଞ୍ଚ ବିକାଶ ଶାଖା, ବ୍ରାହ୍ମଣ ସମାଜ,ଶ୍ୟାମ ମନ୍ଦିର କମିଟି,ହେମାଳ ସଂଘ, ଟ୍ରକ ମାଲିକ ସଂଘ ସହିତ ବହୁ ସଙ୍ଘଠନ ଦାବିପତ୍ର ଦେଇଥିଲେ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବିଜେପି ନେତା ଲକ୍ଷଣ ବାଘ,ନେତ୍ତୃତ୍ୱ ରେ ଏହି ସଭା ର ଆଯୋଜନ ହୋଇଥିଲା