-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ

19-Jun-2026



ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର) - ଡୁଙ୍ଗୁରିପାଲି ଶୀତଳ ଷଷ୍ଠୀ କମିଟୀ ପକ୍ଷରୁ ଦ୍ଵିତୀୟ ବର୍ଷର ତୃତୀୟ ଦିବସରେ ପଦାର୍ପଣ କରିଛି । ଗତକାଲି ଶିବ ପାର୍ବତୀ ବିବାହ ପାଇଁ ଦେବ ନିମନ୍ତ୍ରଣ ଅନୁଷ୍ଠିତ ହୋଇ ଯାଇଛି। ଡୁଙ୍ଗୁରିପାଲିରେ ବିଭିନ୍ନ ମନ୍ଦିରକୁ ଯାଇ ଦେବତାମାନଙ୍କୁ ଉକ୍ତ କାଯ୍ୟକ୍ରମରେ ଯୋଗଦେବା ପାଇଁ ବିଧପୂର୍ବକ ନିମନ୍ତ୍ରଣ କରାଯାଇଛି । ହିନ୍ଦୁ ସଂସ୍କୃତି ଅନୁସାରେ ବିବାହ ପୂର୍ବଦିନ ବା ବରଯାତ୍ରୀ ଦିନ ହିଁ ଉଭୟଙ୍କ ଘରେ ହଲଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆଜି ସକାଳେ ସକାଳେ ହଲଦୀ ଏବଂ ଗଣଶନ କାର୍ଯ୍ୟକ୍ରମ କପିଳେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥୁଲ । ଏଥିରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇ ମହାଦେବଙ୍କ ଏବଂ

କନ୍ୟା ଗୃହ ତଥା ହିମାଦ୍ରୀ ନଗରରେ ମଧ୍ଯ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରସ୍ପର ମଧ୍ୟରେ ହଲଦୀ ଲଗାଯାଇଥିଲା । ବରଯାତ୍ରୀ ଯିବା ପୂର୍ବରୁ ଅଳଙ୍କାର ଧାରଣ ପାଇଁ କନ୍ୟା ଘରେ ବର ପକ୍ଷରୁ ଲୋକେ ପହଞ୍ଚିଥିଲେ । ବିଭିନ୍ନ ପ୍ରକାର ଅଳଙ୍କାର ସହିତ ପୂଜା ସାମଗ୍ରୀ, ମାଆଙ୍କ ଶାଢୀ ସହିତ ସତକୁ ସତ ଝିଅ ବାହା ଘର ବେଳେ ବରପକ୍ଷ ଯେପରି ସାମଗ୍ରୀ ଆଣିଥାନ୍ତି ସେହି ପରି ସମସ୍ତ ଜିନିଷ ପତ୍ର ସହିତ ଲୋକେ ପହଞ୍ଚିଥିଲେ । କନ୍ୟା ଘର ପକ୍ଷରୁ ସେମାନଙ୍କୁ ଦ୍ୱୀପ ପ୍ରଜ୍ଜ୍ଵଳନ, ପୂର୍ଣକୁମ୍ଭ ସ୍ଥାପନ ପୂର୍ବକ ସ୍ବାଗତ କରି ଘରକୁ ପାଛୋଟି ନେଇଥିଲେ । ସଂଧ୍ୟାରେ ବହୁ ଆଡମ୍ବରେ ବରଯାତ୍ରୀ ବାହାରିଥିଲେ । ଡିଜେ, ଦୁଲଦୁଲି ବଜା ସହିତ ବିଭିନ୍ନ ନୃତ୍ୟୁରେ ବରଯାତ୍ରୀ କମ୍ପି ଉଠିଥିଲା । ବିଭିନ୍ନ ସ୍ଥାନରେ ଲୋକେ ଥଣ୍ଡାପାଣି ବଣ୍ଟନ କରୁଥିବା ବେଳେ ପୁରୁଣା କରତ କଳ ପରିସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଅଛି । ପୁରାଣ ଅନୁସାରେ ମହାଦେବ ଭସ୍ମବିଭୁସିତ, ସର୍ପ ଏବଂ ମୁଣ୍ଡ ମାଳ ଧାରଣ କରିଥିବାରୁ ବରଯାତ୍ରୀ ଗଲେ କନ୍ୟାପକ୍ଷ ଭୟଭିତ ହେବାର ସମ୍ଭାବନା ରହିଛି । ଏଣୁ ବିଷ୍ଣୁଙ୍କ ସମେତ ଦେବଗଣମାନେ ମହାଦେବଙ୍କୁ ନିଜର ସୁନ୍ଦର ରୂପ ଧାରଣ କରିବାକୁ ଅନୁରୋଧ କରାଯାଇଥିଲା । ଏଥିରେ ମହାଦେବ ନିଜର ସୁନ୍ଦର ରୂପ ଚନ୍ଦ୍ରଶେଖର ରୂପ ଧାରଣ କରିଥିଲେ । ଏହି ରୂପକୁ ଦେଖ୍ ଦେବଗଣମାନେ ଧନ୍ୟ ମନେ କରିଥିଲେ । ମାତା ପାର୍ବତୀଙ୍କ କନ୍ୟାପିତା ମାତା ଭାବେ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ବନ୍ଦନା ମିଶ୍ର, କମିଟିର ସଭାପତି ପ୍ରଦୀପ ମିଶ୍ର, ସମ୍ପାଦକ ରୁଦ୍ରକିଶୋର ମହଲା ପ୍ରମୁଖ ମନ୍ଦିରରେ ପହଞ୍ଚିଥିଲେ। ବାବା ଶିବଙ୍କ ପିତାମାତା ଭାବେ ହରିଶ ସାହୁ ସପତ୍ନୀକ ଉପସ୍ଥିତ ଥିଲେ । ଆଜି ବରଯାତ୍ରୀରେ ବେଳେ ଉପସଭାପତି ହୃଷିକେଶ ସାହୁ, କୋଷାଧ୍ୟକ୍ଷ ହରିହର ଦନ୍ତା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ଯକ୍ଷ ହିମାଂଶୁ ଶେଖର ବିଶ୍ଵାଳ, ଗୋପାଳ ବାରିକ, ଭୋଜରାଜ ଦଣ୍ଡସେନା, ସୁନୀଳ ମିତ୍ତଲ, ଲକ୍ଷ୍ମଣ ମେହେର, ଉମାଶଙ୍କର ଭରାସଗ୍ରୀଆ, ବିପ୍ରଚରଣ ସାହୁ, ଥବୀର ବିଶ୍ଵାଳ, ରାଧେଶ୍ୟାମ ମେହେର, ବନମାଳୀ ମେହେର, , ଘନଶ୍ୟାମ ମେହେର, ସୁନୀଳ ମେହେର, ରତ୍ନାକର ସେଠ, ଲବ ପଧାନ, ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ବିଭୂଦତ୍ତ ବିଶ୍ୱାଳ, ସୁବାଷ ଚନ୍ଦ୍ର

ପଣ୍ଡା ପ୍ରମୁଖ ସାମିଲ ଥିଲେ । ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବା ଶୀତଳ ଷଷ୍ଠୀ ଡୁଙ୍ଗୁରିପାଲିର ପ୍ରତ୍ୟେକ ମନରେ ଏକ ଆଧ୍ୟାତ୍ମିକ ଭକ୍ତିଭାବ ସହିତ ପରସ୍ପର ମଧ୍ୟରେ ଯାତ୍ରାକୁ ନେଇ ଉତ୍ସାହ ଦେଖା ଦେଇଥିଲା। ପରସ୍ପର ମଧ୍ୟରେ ଯାତ୍ରାକୁ ସଫଳ କରିବା ପାଇଁ ସହ ଯୋଗୀ ମନୋଭାବ ଦେଖା ଦେଇଥିଲା । ଉଭୟ ଶିବପାର୍ବତୀଙ୍କ ପିତାମାତା ହୋଇଥିବା ଦମ୍ପତିମାନେ ମଧ୍ଯ ନିଜକୁ ଧନ୍ୟମନେ କରିଥିଲେ । ଭଗମାନଙ୍କ ଆଶିର୍ବାଦ ହିଁ ଏହି ସୁଯୋଗ ମିଳିଥାଏ ବୋଲି କମିଟି ସଭାପତି ପ୍ରଦୀପ ମିଶ୍ର ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like