-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
31-Oct-2020
ପୁରା ବିଧାନସଭାକୁ ଇ ବିଧାନସଭା କରାଯାଇଛି l ପୁରା ବିଧାନସଭାକୁ ୱlଇଫାଇ କରାଯାଇଛି l ଫୋନରେ କଥା ହେବା ପାଇଁ ପୁରା ବିଶ୍ୱକୁ ନେଟୱର୍କରେ ଯୋଡ଼ା ଯାଇଛି l ଏଣିକି ବିଧାନସଭାର ସବୁ କାର୍ଯ୍ୟ ଅନ ଲାଇନରେ କରାଯିବ l 383 ବିଧାନସଭା କର୍ମୀଚାରିଙ୍କୁ କମ୍ପୁଟର ଯୋଗାଇ ଦିଆଯାଇଛି l ସେମାନେ ସମସ୍ତେ ଫାଇଲ କାମ କମ୍ପୁଟରରେ କରିବେ l ବିଧାନସଭା ଭିତରେ ଦୁଇଟା ଭିଡିଓ କନ୍ଫରେନ୍ସି ହଲ କରାଯାଇଛି l ଗୋଟିଏ ବିଧାୟକମାନେ ପାଇଁ ରଖା ଯାଇଛି l ଆଉ ଗୋଟେ ବି କରାଯାଇଛି l ସମସ୍ତ ବିଧାୟକଙ୍କୁ କମ୍ପୁଟର ଓ ଆଇପ୍ୟାଡ଼ ଯୋଗାଇଦିଆଯାଇଛି l ତେଣୁ ଏହି ସପ୍ତାହରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ l 24ଘଣ୍ଟା ଭିତରେ ବିଧାନସଭାର ସବୁ କାମ ହେବ l କେନ୍ଦ୍ର ସରକାର ଇ ବିଧାନସଭା ଲକ୍ଷ ପ୍ରଥମେ ହିମାଚଳ ପ୍ରଦେଶ କରିଛି l ଏବେ ଓଡିଶା ଓ ପଞ୍ଜାବରେ ଏହା ଆରମ୍ଭ ହେବ l 60 ଓ 4o ଭାଗରେ ଏହି କାର୍ଯ୍ୟକ୍ରମ କରାଯାଉଛି l