-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
31-Oct-2020
ବଲାଙ୍ଗିର : ପାଟଣାଗଡ ବ୍ଲକ ତମିଆଁ - ମୁଦଲସର୍ ବ୍ରିଜ୍ ଭୁଷୁଡିବା ଘଟଣା । ଓଡିଶା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ । ଅଭିଯୁକ୍ତ କଣ୍ଟ୍ରାକ୍ଟର ସଂଜୟ ଅଗ୍ରୱାଲ ଓ ଆର୍. ଡବ୍ଲୁ ବିଭାଗର ୩ ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ । ଭଙ୍ଗା ବ୍ରିଜ୍ରର ମାନ ପରୀକ୍ଷା ପାଇଁ ଭିଜିଲାନ୍ସ ର ଟେକନିକାଲ ଏକ୍ସପର୍ଟ ଆସିବେ ବୋଲି ବଲାଙ୍ଗିର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ସୂଚନା ।