-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||      ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   (06-Nov-2026)       ||      ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍    (06-Nov-2026)       ||      କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   (06-Nov-2026)       ||      ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   (06-Nov-2026)       ||      ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର    (06-Nov-2026)       ||      ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   (06-Nov-2026)       ||      ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    (06-Nov-2026)       ||      ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   (06-Nov-2026)       ||      *ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   (06-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||     

HOME   ରାଜନୀତି

ବିଜୁ ଯୁବ ଜନତା ଦଳର ପୌରାଞ୍ଚଳ କମିଟିଙ୍କୁ ସମ୍ବର୍ଦ୍ଧିତ କଲେ ଅର୍କେଶ

10-Aug-2021



ବଲାଙ୍ଗିର(ପ୍ରେରଣା ଖବର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ପୌରାଞ୍ଚଳ ଯୁବ ବିଜେଡ଼ିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ପରେ ଆଜି ବଲାଙ୍ଗିର ଶୈଳେଶ୍ରୀ ପେଲେସ ଠାରେ ସମସ୍ତ ପଦାଧିକାରୀଙ୍କୁ ଜିଲ୍ଲା ଯୁବ ବିଜେଡ଼ିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତାଙ୍କ ସଭାପତିତ୍ବରେ ବଲାଙ୍ଗିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ସମସ୍ତ ପଦାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସଭାରେ ବଲାଙ୍ଗିର ପୌରାଞ୍ଚଳର ଯୁବ ସଭାପତି ସୁଧାନିଧି ଦିପ୍, କାର୍ଯ୍ୟକାରୀ ସଭାପତି ସମିର କୁମ୍ଭାର, ଆଇଟି ସଂଯୋଜକ ପ୍ରଦିପ ପରୁଆ, ଉପସଭାପତି ସୁବଲ ମହାକୁର, ବିରସେନ ସାହୁ, ସବିର ତାଣ୍ଡି , ପ୍ରଦିପ ପଧାନ, ଆଦିକାନ୍ତ କୁମ୍ଭାର , ସାଧାରଣ ସମ୍ପାଦକ ଶୁଭ୍ରାଂଶୁ କଲେତ୍ , ପ୍ରଭୁଦତ୍ତ  ସିଂ ବରାଡ, ମନୋଜ ନାଏକ, ଯଜ୍ଞକର ସାନ୍ଦ୍ରିଆ,  ବଣ୍ଟି ଚାନ୍ଦ, ପଞ୍ଚାନନ ଗଡୁଆ , ଉଦ୍ଧବ ପଟେଲ , ବିକାଶ ସା , ରଞ୍ଜନ ମେହେର , ସୁଭମ ସାହୁ , ସମ୍ପାଦକ ଅନିଲ ସ୍ବାଇଁ , ପ୍ରଭାକାନ୍ତ ପ୍ରଧାନ,  ରବି ଖମାରୀ , ରାମ ପ୍ରସାଦ ଆଚାରୀ , ମାସି ସରନ ତାଣ୍ଡି , ଏନ ଗେବ୍ରୀଆଲ ଜେମ୍ସ , ରଘୁ ବାଗ , ରଶ୍ମି ରଞ୍ଜନ ବାଗ , ଟି ସତ୍ଯ ପ୍ରକାଶ  ରାଓ , ଯଦୁମଣି ସା , ପର୍ଯ୍ଯାୟ କ୍ରମେ ୨୧ ଗୋଟି ୱାର୍ଡ ର ସଭାପତି ଦିପକ ନାଏକ , ଆଶିଶ ମାଝି , ରୁପସାଗର ବାଗ , ବିରେନ ମିଶ୍ର , ସମିର ମିଶ୍ର , ପ୍ରଶାନ୍ତ କବାଟ, କୌଶିକ ବହିଦାର,  ବାବୁ ସ୍ବାଇଁ , ସଚ୍ଚିଦାନନ୍ଦ ମହାନନ୍ଦ, କିଶୋର କୁମ୍ଭାର , ସମ୍ଭୁ ଚୋପଦାର , ସରୋଜ ସାହୁ , ଅଚ୍ୟୁତ କୁମାର

ଚିରଗୁନ, ସୁନିଲ କରନ, ବଳରାମ ପରୁଆ , ଦୁର୍ଗା ପ୍ରସାଦ ତ୍ରିପାଠୀ , ଚକ୍ର କୁମ୍ଭାର ,ଗଙ୍ଗା ଚାନ୍ଦ, ଶ୍ରବଣ ମାଝୀ , ସାନନ୍ଦ ସେଠୀ, ଲକ୍ଷ୍ମଣ ମିଶ୍ର , ସେହିଭଳି ପର୍ଯ୍ଯାୟ କ୍ରମେ ୱାର୍ଡ ଆଇଟି ସଂଯୋଜକ ଖୁସିରାମ ଦିପ୍ , ଧନିରାମ ସାହୁ, ରୋନାଲ୍ଡ ନନ୍ଦ, ଅଶୋକ ଚନ୍ଦନ , ଅଭିଲାଶ ନନ୍ଦ , ମନରଞ୍ଜନ ସ୍ବାଇଁ , ସତିଶ କୁମାର ସ୍ବାଇ, ନିତେଶ ପୋଢ, ରାଜେନ୍ଦ୍ର ସେଠ , ସିତାରାମ କୁମ୍ଭାର , ଗୌରୀ ଶଙ୍କର ପଟେଲ, ମହେଶ ବଗର୍ତ୍ତୀ,  ସୁନିଲ କୁମାର ଦୋରା , ଆଲୋକ ବାଗ, ପ୍ରଶାନ୍ତ କୁମାର ସାହୁ , ରମେଶ କୁମାର ସେଠ , ନିଶିକାନ୍ତ ପଧାନ , ରବିନ୍ଦ୍ର ବାଗ , ହେମ ସାଗର ରାଉତ୍ , ବିନାୟକ ଆଚାର୍ଯ୍ୟ ,ରାଜେନ୍ଦ୍ର ବାଗ ସମ୍ବର୍ଦ୍ଧିତ ହୋଇଥିବା ବେଳେ ମହିଳା ଜିଲ୍ଲା ସଭାନେତ୍ରୀ ଦମୟନ୍ତୀ ବାଗ , ଓଡିଶା ମୋ ପରିବାର  ସଂଯୋଜକ ସାଗର ସଂଗମ ଶତପଥୀ, ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ ମହେନ୍ଦ୍ର ବାଗ, ସନ୍ତୋଷ ଦନ୍ତା , ବରିଷ୍ଠ  ନେତୃ ମଣ୍ଡଳୀ ଶିବ ପ୍ରସାଦ ବେହେରା , ଅଶୋକ ମିଶ୍ର , ସଞ୍ଜିବ ମିଶ୍ର, ଲିପିଶ୍ରୀ ସାଏ , ନରହରି ରାଉତ , ମୁନା ଖାନ , ସମ୍ଭୁ ନାଗ , ଅଜିତ ସାହୁ , ରାଜିବ ଦାସ , ବିଭୁତି ଭୁଷଣ ମିଶ୍ର, ଅଶୋକ ତାଣ୍ଡି , ଗୋବିନ୍ଦ ଶତପଥୀ, ଜଗନ୍ନାଥ ତାଣ୍ଡି , ଶତୃଘନ ବାଗ , ସୁଧାନିଧି ଦିପ୍ ମଞ୍ଚାସୀନ ହୋଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   06-Nov-2026
  ଅପରାଧ  
୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି   06-Nov-2026
  ଜିଲ୍ଲା  
ଧର୍ମ ପରାୟଣ ମହିଳାଙ୍କ ପରଲୋକ I   06-Nov-2026
  ଜିଲ୍ଲା  
ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   06-Nov-2026
  ଅପରାଧ  
ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍   06-Nov-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   06-Nov-2026
  ଜିଲ୍ଲା  
ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   06-Nov-2026
  ଜିଲ୍ଲା  
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର   06-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   06-Nov-2026
  ଜିଲ୍ଲା  
ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    06-Nov-2026
  ଜିଲ୍ଲା  
ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   06-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   06-Nov-2026

You Might Also Like