-+91-9937148622 |

prerana_bgr@rediffmail.com |

  Monday 15th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||      ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      *ସୋନପୁର ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର*-;   (14-Jun-2026)       ||      ତାଳଦଣ୍ଡା କେନାଲ୍ ପାଚେରି ନିର୍ମାଣରେ ସାଙ୍ଘାତିକ ଦୁର୍ନୀତି । କାମ ସରିନି ୨ କୋଟି ଟଙ୍କା ଖର୍ଚ୍ଚ ହେଲା କିପରି ।ଆଉ ୧୫ ଦିନ ପରେ ଚାକିରିରୁ ଅବସର ନେବେ ।ଭିଜିଲାନ୍ସ ତଦନ୍ତ ପାଇଁ ଦାବି ।   (14-Jun-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାତା ଦିବସ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ*   (14-Jun-2026)       ||      ଜୈନ ତେରାପନ୍ଥ ଯୁବକ ପରିଷଦର ନୂତନ ଅଧ୍ୟକ୍ଷ ହେଲେ ସାମ୍ବାଦିକ ମନୋଜ କୁମାର ଜୈନ   (14-Jun-2026)       ||      ଆଉ ମାତ୍ର କିଛି ଘଣ୍ଟା ପରେ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।   (14-Jun-2026)       ||      କବିତା ସଂକଳନ ଝରକା ସେପାଖେ ଉନ୍ମୋଚିତ   (14-Jun-2026)       ||     

HOME   ବାଣିଜ୍ୟ

ଦୀପାବଳି ଅବସରରେ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ର ନୁଆ ଅଫର

30-Oct-2020



ଦେଶବ୍ୟାପୀ ଉତ୍ସବର ମାହୋଲ । ଏହାକୁ ଦୃଷ୍ଟିରେ ରଖି କାର୍ ନିର୍ମାତାମାନେ ନିଜ ନିଜ ଉତ୍ପାଦ ଉପରେ ରିହାତି ଅଫର ଦେଉଛନ୍ତି । ଏମିତିରେ ଭାରତତର ଏକ ନମ୍ବର ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ବଛା ବଛା କାର୍ ଉପରେ ରିହାତି ଦେଉଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କମ୍ପାନୀ କେଉଁ କାର୍ ରେ କେତେ ରିହାତି ମିଳୁଛି!! 

ମରୁତି ସୁଜୁକି ସିଆଜ :*

*ମାରୁତିର ଏହି କାର୍ ଉପରେ ଅକ୍ଟୋବର ୨୦୨୦ରେ ୫୯,୨୦୦ ଟଙ୍କା ରିହାତି ଦେଉଛି । ସେହିଭଳି ଏହି କାର୍ ର ଟପ୍ ଟ୍ରିମ୍ କ୍ରୟ ଉପରେ ୪୯,୨୦୦ ଟଙ୍କାର ରିହାତି ମିଳୁଛି!!

ମରୁତି ସୁଜୁକି ଡିସାଇର :*

*କମ୍ପାନୀ କିଛି ଦିନ ପୂର୍ବରୁ ଏହି କାରର ପ୍ଲାଷ୍ଟିକ ଭର୍ସନ ଲଞ୍ଚ୍ କରିଥିଲା । ଏହି ମାସରେ ଯଦି ଆପଣ ପ୍ରି-ଫେସଲିଫ୍ଟ ଭର୍ସନ କ୍ରୟ କରୁଛନ୍ତି ତେବେ ୫୭୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ୍ ପାଇପାରିବେ । ସେହିଭଳି ଫିସଲିଫ୍ଟ ଭର୍ସନରେ ଆପଣ ୪୨,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ୍ ପାଇପାରିବେ । ଏଇ ନିକଟରେ କମ୍ପାନୀ ଏଥିରେ ଏକ ଛୋଟ ପରିବର୍ତ୍ତନ କରିଛି । ଏବେ ଏହା ମଧ୍ୟ ବିଏସ୬ ଇଞ୍ଜିନରେ ଉପଲବ୍ଧ ଅଛି । କମ୍ପାନୀ ଏହାର ଡିଜେଲ ଇଞ୍ଜିନ ଭାରିଏଣ୍ଟକୁ ବନ୍ଦ କରିଦଇଛି!!

*ମରୁତି ସୁଜୁକି ଏସ ପ୍ରେସୋ :*

*ଏହି କମ୍ପାନୀର ଛୋଟ ଏସୟୁଭି କାର୍ ଗତ ବର୍ଷ ଲଞ୍ଚ୍ କରାଯାଇଛି । ଚଳିତ ବର୍ଷ କାର୍ କ୍ରୟ ଉପରେ ୫୨,୦୦୦ ଟଙ୍କାର ରିହାତି ମିଳିବ । ମାରୁତିର ଏହି ମାଇକ୍ରୋ ଏସୟୁଭି ବଜାରରେ ଟାଟା ଟିଆଗୋ ଓ ରେନୋ କ୍ବିଡ୍ କୁ ଟକ୍କର ଦେଉଛି । କମ୍ପାନୀ ଏହାକୁ ପେଟ୍ରୋଲ ଏବଂ ସିଏନଜି ଭାରିଏଣ୍ଟରେ ଲଞ୍ଚ୍ କରିଛି । ଏଥିରେ ଆପଣଙ୍କୁ ମାନୁଆଲ ଏବଂ ଏଏମଟି ଗିୟରବକ୍ସର ବିକଳ୍ପ ଉପଲବ୍ଧ ହେବ!!

*ମରୁତି ସୁଜୁକି ସେଲେରିଓ :

*ଏହି କାର୍ ଉପରେ କମ୍ପାନୀ ୫୩,୦୦୦ ଟଙ୍କାର ରିହାତି ପ୍ରଦାନ କରୁଛି । ଏଥିରେ ୨୮,୦୦୦ ଟଙ୍କାର କ୍ୟାସ୍, ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଏବଂ ୫,୦୦୦ ଟଙ୍କାର କର୍ପୋରେଟ୍ ରିହାତି ଦିଆଯାଉଛି । ସେଲେରିଓ ହାଚବ୍ୟାକ୍ ଛୋଟ କାର୍ ରେ ସବୁଠୁ ଆକର୍ଷଣୀୟ । କମ୍ପାନୀ ଏହାକୁ ବିଏଲ୬ ଇଞ୍ଜିନରେ ଲଞ୍ଚ୍ କରିଛି । ଏଥିରେ ମଧ୍ୟ ପେଟ୍ରୋଲ ଏବଂ ସିଏନଜି ଇଞ୍ଜିନ କ୍ରୟ କରିବାର ବିକଳ୍ପ ରହିବ । ଏଥିରେ ମାନୁଆଲ ଏବଂ ଏଏମଟି ଗିୟରବକ୍ସର ବିକଳ୍ପ ରହୁଛି!!

 


News Comment




Photo in News

Advertisment
Lastest News
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026
  ଜିଲ୍ଲା  
ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ   15-Jun-2026
  ଜିଲ୍ଲା  
ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   15-Jun-2026
  ଜିଲ୍ଲା  
ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   15-Jun-2026
  ଜିଲ୍ଲା  
ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   15-Jun-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   15-Jun-2026
  ଜିଲ୍ଲା  
*କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   15-Jun-2026
  ଜିଲ୍ଲା  
ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   15-Jun-2026
  ଜିଲ୍ଲା  
ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   15-Jun-2026
  ଜିଲ୍ଲା  
ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   14-Jun-2026

You Might Also Like