-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଅପରାଧ

ପୋଲିସ ପ୍ରଶାସନ ର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ଦାବି

01-Aug-2021



ଟିଟିଲାଗଡ଼ (ପ୍ରେରଣା ଖବର ବ୍ୟୁରୋ) : ବଲାଙ୍ଗୀର ଜିଲ୍ଲାରେ ବିଗତ ଦିନରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ନିଶା ବେପାର କରୁଥିବା ଅଭିଯୁକ୍ତ ଙ୍କୁ ଗିରଫ କରି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତତ୍ପରତା ଦେଖାଇଥିଲା ।  ଲୁଟ, ରାହାଜାନୀ, ଡକାୟତି, ଚୋରି, ମରଣାନ୍ତକ ଆକ୍ରମଣ, ଆନ୍ତଃରାଜ୍ୟ ସେକ୍ସ ରେକେଟ, ଧର୍ଷଣ, ହତ୍ୟା,

ନାବାଳିକା ଅପହରଣ ଓ ଚାଲାଣ ପରି ସଙ୍ଗୀନ ମାମଲା ଗୁଡ଼ିକ ଥିବା ସତ୍ୱେ ଅପରାଧୀ ଖୁଲମ୍ ଖୋଲା ଭାବେ ବର୍ତ୍ତମାନ ସୁଦ୍ଧା ଘୁରି ବୁଲୁଥିବା ଅଭିଯୋଗ ହୋଇଆସୁଛି । ଏପରି ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଅନେକ ମାମଲା ରୁଜ୍ଜୁ ହୋଇ ପାରୁ ନ ଥିବା ଅନାୟାସରେ ପୂର୍ବରୁ ଗୁରୁତର ମାମଲା ରେ ସଂଶ୍ଳିଷ୍ଟ ରହି ଜାମିନ ରେ ମୁକୁଳି ଅନେକ ବର୍ତ୍ତମାନ ସୁଦ୍ଧା ଫେରାର ଦର୍ଶାଇ ବିଭାଗୀୟ ଅଧିକାରୀ ଏକ ପ୍ରକାର ସମ୍ପୁର୍ଣ୍ଣ ନିରବ ରହିବା ଯୋଗୁଁ ତୀବ୍ର ଜନ ଅସନ୍ତୋଷ ସହ ସାଧାରଣ ଅସୁରକ୍ଷିତ ମନେ କରୁଛନ୍ତି । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନିତିଦିନ କ୍ରମାଗତ ଭାବେ ଅପରାଧ ଘଟୁଥିବା ସହ  ମାମଲାରେ ପୂର୍ବରୁ  ଅଭିଯୁକ୍ତ ତାଲିକାଭୁକ୍ତ ହୋଇସୁଦ୍ଧା ତାଙ୍କୁ ଅଭିଯୋଗ ସତ୍ୱେ ଗିରଫ କରାଯାଉ ନାହିଁ । ଏପରି କି ଜିଲ୍ଲାରେ ନିଜକୁ ପୋଲିସ ବୋଲି ଦର୍ଶାଇ ଅପରାଧିକ ମାମଲା ଘଟେଇଥିବା ତଥା କଥିତ ନକଲି ପୋଲିସ ଦଳ ଅନେକ ଗୋଟି ମାମଲା ରୁଜ୍ଜୁ ଥାଇ ଗିରଫ ନ କରିବା  ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଟଣାଗଡ଼,ଟିଟିଲାଗଡ଼, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା,ତୁରେକେଲା,ଦେଉଗାଁ, ସିନ୍ଧେକେଲା, ବେଲପଡା ପରି ଅନେକ ଥାନାରେ ଅଭିଯୋଗ ହେବା ମାତ୍ର କେତୋଟି ମାମଲାରେ ଗିରଫ କରି ଦେଇ କୋର୍ଟ ଚାଲାଣ ପରେ ଘଟଣା ର ଅନ୍ୟ ଅଭିଯୁକ୍ତ ଙ୍କ ସମ୍ପୃକ୍ତି ତଥା ପ୍ରକୃତ ତଥ୍ୟ ସଂଗ୍ରହ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦେଖାଯାଉଛି । ମନମୁଖୀ ଭାବେ ଏପରି ତତ୍ପରତା ପ୍ରକାଶ ନ କରିବା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇ ପାରୁନାହିଁ । ବଙ୍ଗୋମୁଣ୍ଡା ର ଜଣେ ନାବାଳିକା କୁ ଅପହରଣ ସହ ତିନି ମାସ ଧରି ଜୋର ଜବରଦସ୍ତ ଦେହ ବ୍ୟବସାୟ ରେ ଲଗେଇ ରଖି ଥିବା ଓ ପଡୋଶୀ ରାଜ୍ୟ କୁ ଚାଲାଣ ବେଳେ କୌଶଳ କ୍ରମେ ଫେରାର ପରି ଘଟଣା ରେ ଏହି ଆନ୍ତଃ ରାଜ୍ୟ ସେକ୍ସ ରେକେଟ କାରବାର ପରି ସଙ୍ଗୀନ ମାମଲା ରୁଜ୍ଜୁ ସତ୍ୱେ ପୋଲିସ ପ୍ରଶାସନ ପକ୍ଷରୁ ଆଖିଦୃଶିଆ କିଛି ପଦକ୍ଷେପ ନ ନେବା ଓ ଅଭିଯୁକ୍ତ ନିଜ କାରବାର ପୂର୍ବପରି ଚଳାଇଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ପଟଣାଗଡ଼ ରେ ଧରା ପଡିଥିବା ଦୁଇ ବାଇକ ଲୁଟେରା ଙ୍କୁ ଗିରଫ ସହ ତିନୋଟି ବାଇକ ଜବତ କରି କୋର୍ଟ ଚାଲାଣ କରି ପୋଲିସ ଉକ୍ତ ଦଳର ଅନ୍ୟ ସଂଶ୍ଲିଷ୍ଟ ଅପରାଧୀ ଓ ବ୍ୟବସାୟୀ ଙ୍କ ତଥ୍ୟ ମିଳିବା ସତ୍ୱେ କିଛି ପଦକ୍ଷେପ ନେଇନି ଓ 

ନିରବ ରହିବ,ସେପରି ଟିଟିଲାଗଡ଼ ଅଞ୍ଚଳରେ ପୋଲିସ ପରିଚୟ ଦେଇ ଆତଙ୍କ ସୃଷ୍ଟି କରିବା ଓ ଅଭିଯୁକ୍ତ ମାନେ ପୂର୍ବ ପରି ସିନ୍ଧେକେଲା ରେ ରହି ଉକ୍ତ ଅଞ୍ଚଳରେ ତଥା ଚାରିଚକିଆ ଗାଡି ରେ ପୋଲିସ ପରି ଜିଲ୍ଲା ରେ ଅପରାଧ  ଘଟେଇ ଚାଲିବା ସତ୍ୱେ ପୋଲିସ ପ୍ରଶାସନ ଜାଣିଶୁଣି ବାରମ୍ବାର ଅଭିଯୋଗ ସତ୍ୱେ ନିରବ ରହିଛି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଙ୍କ ନିକଟରେ ଅନେକ ସଂଖ୍ୟା ରେ ଅଭିଯୋଗ ଥାଇ କାର୍ଯ୍ୟାନୁଷ୍ଠାନ ସୁନ ରହିଥିବା ଅଭିଯୋଗ ହୋଇଆସୁଛି ।  ଇତି ମଧ୍ୟରେ ଟିଟିଲାଗଡ଼ ହଟପଦା ପଡ଼ା ରେ ଜଣେ ମହିଳା ଙ୍କୁ ଧର୍ଷଣ ଓ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟା ରେ ପୋଲିସ ତତ୍ପରତା ଦେଖା ନ ଯିବା ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି । ସେହିପରି କ୍ରମାଗତ ଭାବେ ଦିନ ଦ୍ୱିପ୍ରହର ରେ ଲୁଟ,ରାହଜାନୀ ସାଧାରଣ ଘଟଣା ପଲଟିଥିବା ବେଳେ ପୋଲିସ ପ୍ରଶାସନ ର ଦକ୍ଷତା ନେଇ ଲୋକେ ଆସ୍ଥା ହରାଇସାରିଥିବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ଯଥା ଶୀଘ୍ର ଜିଲ୍ଲାରେ ଦକ୍ଷ ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଜନସେବା ସଙ୍ଘ ତରଫରୁ ଦାବି ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like