-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ଶିକ୍ଷା ବିଭାଗ ସହ ଘରୋଇ ବିଦ୍ୟାଳୟର ସଲାସୁତୁରା: ଟଙ୍କା କାରବାର ନୀତି ର ଶିକାର ଛାତ୍ରଛାତ୍ରୀ ଓ ଅଭିଭାବକ

30-Jul-2021



ଟିଟିଲାଗଡ଼(ପ୍ରେରଣା ଖବର) : ବାରମ୍ବାର ଘରୋଇ ବିଦ୍ୟାଳୟ ର ବ୍ୟବସାୟୀ ମନୋବୃତ୍ତି ତଥା ଟଙ୍କା ଆଦାୟ ସହ ସରକାରୀ ଆଇନ ଖିଲାପ କରିବା ଯୋଗୁଁ ଅଭିଭାବକ ସହ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ ପଢାରୁ ବଞ୍ଚିତ କରିବା ବିବାଦ ଲାଗି ରହିଛି । ଏ ନେଇ ବାରମ୍ବାର ଅଭିଭାବକ  ମାନେ ଟିଟିଲାଗଡ଼ ବି. ଇ. ଓ, ଏବଂ ବଲାଙ୍ଗିର ଡି. ଇ. ଓ  ଙ୍କୁ ଆବେଦନ କରିଥିଲେ । କିନ୍ତୁ 

ଟିଟିଲାଗଡ଼ ବି ଇ ଓ ତଥା ବଲାଙ୍ଗୀର ଡି. ଇ. ଓ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ଆଳରେ ଭିତିରିଆ ସଲାସୁତୁରା ନୀତି  ପ୍ରୟୋଗ କରି ପ୍ରଥମେ ଟର୍ମ ଫିସ ଦାଖଲ ଓ ପରେ ଫେରସ୍ତ କହି ଟଙ୍କା ନେଇ ଯାଇ ଏବେ ଆସନ୍ତା ତା ୦୫-୦୮-୨୧ ରିଖ ଦିନ ମଧ୍ୟରେ ଟଙ୍କା ଜମା ନ କଲେ ନୂତନ ଆଡ଼ମିଶନ ହୋଇ ପରିବନି ବୋଲି ମୋବାଇଲ ମ୍ୟାସେଜ କରିଛନ୍ତି । ଏହା ନିଶ୍ଚିତ ଯେ, ଅଭିଭାବକ ବାଧ୍ୟ ହୋଇ ଭୟରେ ଟଙ୍କା ଜମା କରିଦେବେ । ଏକ ବର୍ଷ ର ଟଙ୍କା ପୂର୍ବରୁ ନେଇ ନିଜ ମନମୁତାବକ ଶୋଷଣ କରିବାରେ ସମର୍ଥ ହେବେ । ଗତ ଗୁରୁବାର ଦିନ ଏ ନେଇ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ର ଅଭିଭାବକ ମାନେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ତଥା ଅନ୍ୟ ଅଧିକାରୀଙ୍କୁ ଆବେଦନ କରି ତୁରନ୍ତ ସରକାରୀ ଆଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଅନଲାଇନ ଆଇ ଡି ଖୋଲିବାକୁ ଜଣେଇଥିଲେ । ଉପଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ନେବା ପାଇଁ କହିଥିଲେ । ଉକ୍ତ ଆଇ. ଡି ଖୋଲିବା ନେଇ ବିଇଓ ତଥା ଡିଇଓ ଙ୍କ କ୍ଷମତା ଥାଇ ପଦକ୍ଷେପ ନେବା ବଦଳରେ ତୁରନ୍ତ ଅପରାହ୍ନ ସମୟରେ ସ୍କୁଲ ପ୍ରିନ୍ସପାଲ ମୋବାଇଲ କନ୍ଫରେନ୍ସ ଯୋଗେ ବାର୍ତ୍ତାଳାପ କରି ଜଣେ ଆଇନଜୀବୀଙ୍କ ସହ ମିଶି ଏଭଳି ସୂଚନା ଦେଇଛନ୍ତି । ଯାହା ବଲାଙ୍ଗୀର ଜିଲ୍ଲା ଡିଇଓ ଙ୍କ କାର୍ଯ୍ୟାଳୟ ର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖିବା କୁ ଅନୁରୋଧ କରି ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଏହି ଅଧିକାରୀଙ୍କୁ ଆବେଦନ, ନିବେଦନ ସତ୍ୱେ ଅର୍ଥ ଶୋଷଣ ମନୋବୃତି ନେଇ ଶିକ୍ଷା ବିଭାଗ ଅଧିକାରୀ କାହିଁକି ପଦକ୍ଷେପ ନେଉ ନାହାନ୍ତି ଓ କିପରି ପ୍ରିୟପ୍ରୀତି  ତୋଷଣ ଚାଲିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ସେହିପରି ଟିଟିଲାଗଡ଼ର ଓମଭ୍ୟାଲି ସ୍କୁଲ ଅଭିଭାବକ ଏକ ମାମଲା ମାନ୍ୟବର ଓଡ଼ିଶା ହାଇକୋର୍ଟ ରେ ଦାୟର କରିଥିବା ଓ ଅନଲାଇନ ପାଠପଢା ସହ ଫିସ ଦାବି ନେଇ ନିର୍ଦ୍ଦେଶ ସତ୍ୱେ ବିଭାଗୀୟ ଅଧିକାରୀଙ୍କ ଖାତିର ନାହିଁ । ଆଇନ ଅଦାଲତର ଅର୍ଥ ଖର୍ଚ୍ଚ କରି ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇ ମାନସିକ ଚାପଗ୍ରସ୍ତ ହେଉଛନ୍ତି ବିଚରା ଅଭିଭାବକ ମାନେ l  ବଲାଙ୍ଗୀର ଶିକ୍ଷା ଅଧିକାରୀ ଓ ଟିଟିଲାଗଡ ଉପଖଣ୍ଡ ଶିକ୍ଷାଅଧିକାରୀଙ୍କ ନୀରବତା ନେଇ ମାସିକ କୋଟା କାରବାର ଥିବା ଗୋପନୀୟ ସୂଚନା ମିଳିଛି । ଏ ନେଇ ଅଭିଭାବକ ଓଡିଶା ହାଇକୋର୍ଟ ର ଦ୍ୱାରସ୍ଥ ହେଲେ ସ୍କୁଲ କର୍ତ୍ତୃପକ୍ଷ ଅଜସ୍ର ଟଙ୍କା ର ମାଲିକ ଥିବାରୁ ସୁପ୍ରିମକୋର୍ଟ ଯିବେ ଯାହା ଅଭିଭାବକ ଙ୍କ ପକ୍ଷରେ ଅସମ୍ଭବ ହୋଇଛି l ଏହି ସମୟ ବ୍ୟବଧାନରେ ପାଠପଢାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି । ଏ ନେଇ ଉକ୍ତ ମୋବାଇଲ କଲ ଛୁଟି 

ଦର୍ଶାଇ ଲୁଚି ରହିଥିବା ପ୍ରଭାବତୀ ପବ୍ଲିକ ସ୍କୁଲ ପ୍ରିନ୍ସପାଲଙ୍କ ନମ୍ବର ସାଇବର ସେଲ ବଲାଙ୍ଗୀର ତରଫରୁ ତଦନ୍ତ କଲେ ସବୁ ରହସ୍ୟ ଉନ୍ମୋଚନ ହେବା ଦାବି ହେଉଛି । ଏହି ସମସ୍ୟା ନେଇ ତୁରନ୍ତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like