-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
24-Jul-2021
କଳାହାଣ୍ଡି(ସଂଜୀବ କୁମାର ଦାସ) :ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ର ସରକାରୀ ଓକିଲ ଆଶୁତୋଷ ମିଶ୍ର ରାଜ୍ୟ ସରକାର ଦ୍ବାରା ବହିଷ୍କୃତ। ଗତ ୩ ତାରିଖ ୧ ଲକ୍ଷ ଟଙ୍କା ଲାଂଚ ନେଇଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ଦ୍ବାରା ଆଶୁତୋଷ ମିଶ୍ର ଧରାପଡିଥିଲେ ।ଭିଜିଲାନ୍ସ ର ତଦନ୍ତ ସମୟରେ ତାଙ୍କ ଠାରୁ ସ୍ଥାବର ତଥା ଆସ୍ଥାବର ମୋଟ ୮୫ ଲକ୍ଷ ଟଙ୍କା ର ସମ୍ପତ୍ତି ଠାବ ହୋଇଛି । ଲାଂଚ ମାମଲାରେ ହାଇକୋର୍ଟ ରୁ ଜାମିନ ମିଳିଥିଲେ ହେ ବର୍ତ୍ତମାନ ସେ ଆୟ ବର୍ହିଭୁତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇ ଭବାନୀପାଟଣା ଜେଲ୍ ରେ ଅଛନ୍ତି ।