-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ବୁର୍ଲା-(ପ୍ରେରଣା ଖବର) ବୁର୍ଲା ଭିମସାରରେ ପ୍ଲାଜମା ସଂଗ୍ରହ ବନ୍ଦ। ଖରାପ ହେଲା ରକ୍ତ ଭଣ୍ଡାରର ଫ୍ରିଜର। ଏକ ସପ୍ତାହ ଧରି ହୋଇଛି ଅଚଳ। କରୋନା ଆକ୍ରାନ୍ତ ରୋଗିଙ୍କୁ ମିଳିବନି ପ୍ଲାଜ୍ମା। ଭୀମସାର ଗତ ଅଗଷ୍ଟ ମାସ ୫ ତାରିଖରେ ହୋଇଥିଲା ରାଜ୍ୟର ପଞ୍ଚମ ପ୍ଲାଜମା ବ୍ୟାଙ୍କ।