-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
10-Jul-2021
ଯାଜପୁର(ସୁଶାନ୍ତ କୁମାର ଖଟୁଆ) : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ନିକଟସ୍ଥ ବଟିରା ସିଦ୍ଧ ଶୈଳନିବାସୀ ଶ୍ରୀ ଶ୍ରୀ ମହାପୁରୁଷ ହାଡିବନ୍ଧୁ ଦାସ ଙ୍କ ମଠ ରେ ଯଥା ଵିଧି ଅନୁସାରେ ଜଗନ୍ନାଥ ନାଥ ମହାପ୍ରଭୁ ଙ୍କ ନବ ଯୌବନ ଦର୍ଶନ ଉଛବ କୋବିଦ କଟକଣା ଅନୁଯାଇ ଅନୁଷ୍ଠିତ ହୋଇ ଥିଲା ଶ୍ରୀ ଜୀଉ ଙ୍କୁ ଅର୍ଜନ ବାବା ମହାପୁରଷ ହାଡ଼ି ଦାସ ଙ୍କ ସ୍ୱପ୍ନା ଦେଶ ନିର୍ଦେଶ ରେ ସ୍ଥାପନ କରି ଥିଲେ ବାବା ଜଣେ ସିଦ୍ଧ ପୁରୁଷ ଥିଲେ ସାପ୍ତାଙ୍ଗ ଯୋଗ ସାଧନ କରି ଥିଲେ ବ୍ରହ୍ମଏକାକ୍ଷର ମନ୍ତ୍ର ବଳ ରେ ଅସାଧ୍ୟ କାର୍ଯ୍ୟ କରି ପାରୁ ଥିଲେ ମହାପୁରଷ ଙ୍କ ଆଶୀର୍ବାଦ ତାଙ୍କୁ ମିଳି ଥିଲା ସେ ଶେଷ ଜୀବନ ପଯ୍ୟନ୍ତ ମହାପୁରଷ ଙ୍କ ବାଣୀ ପ୍ରଚାର କରି ଦେହ ତ୍ୟାଗ କରି ଥିଲେ ବାବା ଙ୍କ ସମାଧି ବଟିରା ମଠ ରେ ପୂଜା ପାଉଛି ଏହି ମଠ ମହାପୁରୁଷ ଙ୍କ ବିଶ୍ରାମ ସ୍ଥଳୀ ରୂପେ ସ୍ଥାନ ପାଇବ ବୋଲି ଅଜୁର୍ନ ବାବା କହି ଯାଇଛନ୍ତି l