-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||     

HOME   ଜିଲ୍ଲା

ପ୍ରତ୍ୟକ ସଂଗଠନ ଗୋଟାଏ ଗୋଟାଏ  ବରଗଛ ସଦୃଶ

07-Jul-2021



 ସୋନପୁର(ମନୋରଞ୍ଜନ ତ୍ରିପାଠୀ) :  ପ୍ରତ୍ୟକ ସଂଗଠନ ଗୋଟାଏ ଗୋଟାଏ  ବରଗଛ ସଦୃଶ୍ୟ l  ମଞ୍ଜି ଛୋଟ ହେଲେ ବି ଏହା  ଏକ ବିଶାଳ ବୃକ୍ଷ ବିଶାଳ ହୃଦୟ ବି  ଏହାର  l ଆଉ ଏ ବୃକ୍ଷ ଯେଭଳି ମଣିଷ କୁ ସବୁବେଳେ ଛାଇ ଦ୍ୱାରା  ଆଶ୍ରୟ ଦିଏ, ଠିକ  ସେଭଳି ମଣିଷ ସାମାଜିକ ଓ ସାଙ୍ଗଠନିକ କ୍ଷେତ୍ର ରେ ସାମିଲ ଥିଲେ କେବେ ନା କେବେ ସଂଗଠନ  ସାହାଯ୍ୟ ର ହାତ ବଢ଼ାଇ  ଆଶ୍ରୟ ଓ ସୁରକ୍ଷା  ବି ଦେଇ ଥାଏ l  ସଂଗଠନ ଏକ ପବିତ୍ର ଗଙ୍ଗା ସଦୃଶ୍ୟ , ଏହା କେବେ ଅପବିତ୍ର ନୁହେଁ l  କଳି ଯୁଗରେ ଉଦ୍ଧାର ପାଇଁ  ଯେମିତି ମଣିଷ ନାମ ଓ ମନ୍ତ୍ର ର ଆଶ୍ରୟ ନେଇଛି ,  ଜୀବନ ରେ ସେଭଳି ଆମ କୁ  ସମାଜ  ଵା ଏକ  ସଂଗଠନ ର ନିହାତି ଆବଶ୍ୟକ l ଯଦି କିଏ ସଂଗଠନ ରୁ ଦୁରେଇ ବି ଯାଏ ସଂଗଠନ କେବେ କାହାକୁ ପର ଭlବେନି  କି ପର କରେନି l ବନ୍ଧୁ ବାନ୍ଧବ  ଜ୍ଞାତି କୁଟୁମ୍ବ  ପଛେ ଦୁରେଇ ଯାଆନ୍ତି ହେଲେ  ସଂଗଠନ  କିନ୍ତୁ ଅସମୟରେ ସମୟ ଦିଏ ପାଖରେ  ଛିଡା ହୁଏ  l ପ୍ରାୟ  ଲୋକ ଙ୍କ ଧାରଣା ରହିଥାଏ ଯେ ସଂଗଠନ ଗୋଟାଏ କଣ ?  ସେଠାରେ ସଭ୍ୟ ହେଲେ  ସେବା କଲେ ଆମେ କଣ ଲାଭ ପାଇବା ? କେହି ନୁହେଁ କାହାର l  ଲୋକଙ୍କ ଏଭଳି ଭୁଲ ଧାରଣା କୁ କିନ୍ତୁ ବଦଳେଇ ଦେଇଛି  ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ର ଗତ ଶୁକ୍ରବାର ର ଏକ ହୃଦୟସ୍ପର୍ଶୀ ଘଟଣା l ଏବଂ କାହାର  ବିପଦ ବେଳେ  ପ୍ରକୃତ ବନ୍ଧୁ ବାନ୍ଧବ ଙ୍କ  କଣ ଭୂମିକା ହେବା ଉଚିତ ତାହା ଦେଖାଇ ଦେଇଛନ୍ତି  ବାପା ମା ଙ୍କ ଅସମୟରେ  ଅନୁପସ୍ଥିତି  ରେ ଜଣେ ଶିକ୍ଷିତା  ଝିଅ ର  ବାହା ଘର ର ସମସ୍ତ ବନ୍ଦୋବସ୍ତ  କରାଇ ଥିବା ଝିଅ ର ଆତ୍ମୀୟ ସ୍ୱଜନ l ସଂଗଠନ ର ସଭ୍ୟ ମନମୁଣ୍ଡା ନୁରପା ଗାଁ  ର କୃଷ୍ଣ ଚନ୍ଦ୍ର ସାହୁ ଙ୍କ ପାରାଲିସିସ ରୁ  ବ୍ରେନ ହେମରାଇଜ ହୋଇ  ସଜ୍ଞା ହୀନ ଓ  ଗୁରୁତର ଅବସ୍ଥାରେ ଗତ ମାସ 10 ତାରିଖ ରୁ ଭୁବନେଶ୍ୱର ସୋମ୍  ମେଡିକାଲ ରେ ଚିକିତ୍ସିତ ହୋଇ ଗତ କାଲିଠୁ ଫିଜୋଥରାପି କେୟାର ରେ ଭର୍ତି ହୋଇଛନ୍ତି l ହେଲେ ପୂର୍ବ ନିର୍ଧାରିତ ଓ  ସ୍ଥିର ହୋଇଥିବା ଲଗ୍ନ ହିସାବ ରେ ଗତ  ଜୁଲାଇ ୨ ତାରିଖରେ  ବଡ଼ ଝିଅ ଐଁଶ୍ଚର୍ଯ୍ୟl (ପୂଜା ) ର ବାହାଘର ପାଇଁ  ସ୍ଥିର ହୋଇଥିଲା l ବାପା ଙ୍କ ଏଭଳି ଅବସ୍ଥା ରେ ପୂଜା କିନ୍ତୁ ବାହା ହେବାକୁ ମନାକରିଥିଲେ  l ହେଲେ ସୁପ୍ରଭା ଓ ସଂଯୁକ୍ତା ଦୁଇ ପିଉସୀ, ହୃଷିକେଶ ଓ ଲତା  କାକା କାକି, ତିନି ମଉସା ଲଷ୍ମୀଧର, ଅଭିମନ୍ୟୁ ଓ ରଶ୍ମି ରଞ୍ଜନ ଙ୍କ ସମେତ ସବୁ ମାଉସୀ ଝିଅ ପୂଜା କୁ ବହୁତ ବୁଝା ସୁଝା କଲା ପରେ ବାପା ଙ୍କ ସାହସ ଉତ୍ସାହ ବଢାଇବା ପାଇଁ   ଶେଷରେ ପୂଜା ମାନିଗଲା l   ବାହାଘର  ଆୟୋଜନ ହୋଇଥିଲା  ନୁର୍ପl ଗାଁ ର ଶିବ ମନ୍ଦିର ଠାରେ l କାକା କlକୀ,  ସବୁ ପିଉସୀ, ମଉସା  ମାଉସୀ ପରସ୍ପର ଭିତରେ ସବୁ କାମ କୁ ଭାଗ ବଣ୍ଟା କରି  ଯୁଦ୍ଧ କାଳୀନ ଭିତ୍ତି ରେ ସାତ ଦିନ ଭିତରେ ବାହାଘର ର ସମ୍ପୂର୍ଣ ପ୍ରସ୍ତୁତି କରି ଦେଲେ l  ବାହାଘର ରେ ଓ  ପୂଜା  ବାପା ଙ୍କ  ଚିକିତ୍ସା ରେ ଯାହା  ଖର୍ଚ୍ଚ  ହେବ  ସେମାନେ ସବୁତକ  ବହନ  କରିବାକୁ ଶ୍ରୀ ସାହୁ ଙ୍କ ପରିବାର କୁ  ଆର୍ଥିକ ଓ ମାନସିକ ସ୍ତର ରେ ପୁରା ଦମ୍ଭ  ଦେଇ ସମସ୍ତ ସହାୟତା ବି  କରିଥିଲେ l ବର ପକ୍ଷରୁ ବି କୌଣସି ଯୌତୁକ ନେବାକୁ ମନା କରିଦେଲେ ବର ପ୍ରଭାତ l  ଏବଂ ଓଲଟା ବାହାଘର ଓ କନ୍ୟା ପିତା ଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ସହଯୋଗ ର ସୁଯୋଗ ଦେବାକୁ  କନ୍ୟା ପକ୍ଷ ଙ୍କୁ ଅନୁରୋଧ କରିଦେଲେ l  ସମାଜ ରେ ଖୁବ କ୍ଵଚିତ ଏମିତି ଘଟଣା  ଦେଖିବାକୁ ମିଳେ l ଆଉ ପ୍ରକୃତ ରେ  ସମାଜ ରେ ଏହାକୁ ହିଁ  କହନ୍ତି  'ଏକ ଆଦର୍ଶ  ବାହାଘର' l  ବାହାଘର  ଦିନ  ପୂଜା  ର  ମା ଓ ଛୋଟ ଭାଇ ଟା କିନ୍ତୁ  ସୁଦୂର ମେଡିକାଲ ରେ ବାପା ଙ୍କ ଚିକିତ୍ସା ସେବା ରେ ଥିଲେ l ବାପା ମା ଓ  ଗୋଟିଏ ବୋଲି ଛୋଟ ଭାଇ ର ଅନୁପସ୍ଥିତି ରେ ବାହା ହେଉଥିବା  ଉଚ୍ଚ ଶିକ୍ଷିତା  ବଡ଼ ଝିଅ ଐଶ୍ଚର୍ଯ୍ୟା( ପୂଜା) ଓ  ଶ୍ରୀ ସାହୁ ଙ୍କ  ସାନ  ଝିଅ ଅର୍ଯ୍ୟମା  ଏଭଳି ସ୍ଥିତି ରେ ଆଦୌ ବିଚଳିତ କିମ୍ବା  ଭାଙ୍ଗି ପଡି ନ ଥିଲେ  l ବରଂ ଘର ର ଡେଲି ନୀଡ୍ସ ଦୋକାନ ଓ ଟ୍ରାକ୍ଟର ବିଜନେସ କଥା  ବୁଝି ବାପାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ପଠାଇ *ଝିଅ ହୋଇ ବି ପୂଜା ଓ ଅର୍ଯ୍ୟମା   ଗୋଟାଏ ପୁଅ ର ଭୂମିକା ନିଭାଇ ଛନ୍ତି  l  ଭୁବନେଶ୍ୱର ମେଡିକାଲ ରୁ ବାହାଘର ଦୁଇ  ଦିନ  ଆଗରୁ  କୃଷ୍ଣ ସାହୁ  ଙ୍କ ପତ୍ନୀ ସ୍ୱଚ୍ଛ ଭାରତ     ସଂଗଠନ କର୍ମକର୍ତ୍ତା ଙ୍କୁ  ତାଙ୍କ  ଝିଅ ର ବାହାଘର ରେ ଯୋଗ ଦେବା କୁ ଓ ସହଯୋଗ କରିବାକୁ ଅନୁରୋଧ କରି  ଭାବପ୍ରବଣ  ହୋଇପଡିଥିଲେ l ସଂଗଠନ ରେ  ମିଶି ସଫେଇ କାର୍ଯ୍ୟ  ସହିତ ବିଭିନ୍ନ ସାମାଜିକ କାମରେ ସକ୍ରିୟ ସାମିଲ ହୋଇ କିଛି ବର୍ଷ କାମ କରିଥିଲେ ଓ  ଦୀର୍ଘ ଚାରି ବର୍ଷ ଆଗରୁ ଶ୍ରୀ ସାହୁ ଘରୋଇ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ  ସଂଗଠନ ରୁ ଦୁରେଇ ଯାଇଥିଲେ ସୁଦ୍ଧା ସଂଗଠନ କିନ୍ତୁ ଏଭଳି ଅସମୟରେ ନିମନ୍ତ୍ରଣ ଓ ଶ୍ରୀମତୀ ସାହୁ ଙ୍କ ଅନୁରୋଧ କୁ  ଏଡାଇ  ନ ଦେଇ ବରଂ ଦେଖାଇଛି  ମାନବିକତା  l ସଂଗଠନ  ସଭାପତି ଶ୍ରୀ ଲଷ୍ମୀନାରାୟଣ  ମେହେର ଙ୍କ  ପରାମର୍ଶ,  କୋଡିନେଟର ଶ୍ରୀ ମନୋରଞ୍ଜନ ତ୍ରିପାଠୀ ଙ୍କ ଯୋଗା ଯୋଗ ଓ  ସୟଦ  ଅଲିମୁଲ ଇସଲାମ, ଶ୍ରୀବତ୍ସ ମଲ୍ଲିକ,  ଅଭିମନ୍ୟୁ କୁଶଳ, ବିନୋଦ ମେହେର  ଓ  ଇନ୍ଦୁମତୀ ପୁରୋହିତ ଙ୍କ  ନେତୃତ୍ୱ ରେ ଶ୍ରୀ ସାହୁ ଙ୍କ ଝିଅ ବାହାଘର ରେ  ସମସ୍ତ କର୍ମକର୍ତ୍ତା ପହଞ୍ଚି ଝିଅ  ପୂଜା  କୁ ଶୁଭକାମନା ଜଣାଇ ବାପାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ l ଓ  ଆମ ସ୍ୱଚ୍ଛ ଭାରତ ସଭ୍ୟ  ସବୁ ଗୋଟାଏ ପରିବାର ବୋଲି  ଦୁଇ ଝିଅ ଙ୍କୁ ଓ  ଉପସ୍ଥିତ  ଅତ୍ମୀୟ ସ୍ୱଜନ ଙ୍କୁ  ପ୍ରେରଣା ଉତ୍ସାହ ଯୋଗାଇବା ସହିତ ଆର୍ଥିକ ଓ ମାନସିକ ସ୍ତର ରେ ସାହସ ଶକ୍ତି,  ସହାୟତା ପ୍ରଦାନ କରିଥିଲେ l  ଏତିକି ବେଳେ ଝିଅ ର ଆଖି ଛଳ ଛଳ ହୋଇ  ଭାବ ବିହ୍ଵଳ ହୋଇ ପଡିଥିଲା l ଆଉ ସାନଝିଅ ଟି ମଧ୍ୟ ସମସ୍ତଙ୍କୁ ଦେଖି ଖୁସି ରେ ଆତ୍ମହରା ହୋଇ ଖୁବ ଅତ୍ମୀୟତା ର ସହିତ  ଛଳ ଛଳ ଆଖିରେ ବିବାହ ମଣ୍ଡପ କୁ ସ୍ୱଚ୍ଛ ଭାରତ କର୍ମକାର୍ତ୍ତl ଙ୍କୁ ପାଛୋଟି ନେଇଥିଲା l ଏବଂ ଏଭଳି ଏକ ଆଦର୍ଶ ଓ  ପବିତ୍ର ବାହାଘର  ଉତ୍ସବ ରେ ଯୋଗଦାନ କରି ଯେଉଁ ଖୁସି ଓ ଆତ୍ମ  ସନ୍ତୋଷ  ମିଳିଛି  ତାହା ସ୍ମରଣୀୟ ଓ  ଅବର୍ଣ୍ଣନୀୟ ବୋଲି ସ୍ୱଚ୍ଛ ଭାରତ କର୍ମକର୍ତ୍ତା  ପ୍ରକାଶ  କରିଛନ୍ତି l  ଶ୍ରୀମତି ସାହୁ ଙ୍କ ନିମନ୍ତ୍ରଣ କୁ  ଖୁବ ସମ୍ମାନ ଜଣାଇ  ବାହାଘର ରେ ଏକାଠି ହୋଇ ସମସ୍ତ ସହଯୋଗ କରିଛନ୍ତି  l ଝିଅ ପୂଜା ର ମଉସା  ମାଉସୀ,  ପିଉସୀ,ସମ୍ପର୍କୀୟ, ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ଦେବେନ୍ଦ୍ର ମେହେର  ସାମ୍ବାଦିକ ରତନ ପଟ୍ଟନାୟକ, ବଲାଙ୍ଗୀର ର ସାମ୍ବାଦିକ ଗୋପାଳପଧାନ,   ଓ  ନୁରପା  ଗାଁ  ର ନେତାଜୀ  ଯୁବକ ସଂଘ ସଭ୍ୟ  

ମଧ୍ୟ ବାହାଘର ଆୟୋଜନ ରେ ସମ୍ପୂର୍ଣ ସହଯୋଗ କରି  ସମାଜ କୁ  ଏକ ଦିଗଦର୍ଶନ ଦେଇଛନ୍ତି   l  ସେଥିପାଇଁ ତ କଥାରେ ଅଛି ମଣିଷ ବ୍ୟକ୍ତି କୈନ୍ଦ୍ରୀକ ଓ ସ୍ୱାର୍ଥପର ନ ହୋଇ ସବୁବେଳେ ସମାଜ ପାଇଁ କିଛି ନା କିଛି ଅବଦାନ ରଖିବା ନିହାତି ଜରୁରୀ l ଆଉ ସେଇ ବୃକ୍ଷ ର କାମ ଓ ଧର୍ମ  ପରି  ଆପଣ ସାମାଜିକ ହୋଇଥିଲେ, ଓ ଗୋଟାଏ ସଂଗଠନ ର ଆଶ୍ରିତ ଥିଲେ  ଯଦି ଫଳ  ନ ପାଇଲେ ବି  ଛାଇ ର  ଆଶ୍ରୟ ଟିକେ ପାଇବେ ନିଶ୍ଚିତ l  ପରସ୍ପର ଭିତରେ ଥିବା  ସଂଗଠନ ର ଏକତା, ସହଯୋଗ ମନୋଭାବ କୁ,  ଆଉ  ଆର୍ଥିକ ଓ ମାନସିକ ସ୍ତରରେ ସାହସ, ଶକ୍ତି, ସହାୟତା ଓ ସହାନୁଭୂତି  ଯୋଗାଇ ଥିବା ଏଇ  ସୁ -ହୃଦୟ  ଓ  ଦରଦୀ ବନ୍ଧୁ ସଭାପତି ଶ୍ରୀ  ମେହେର, ଉପଦେଷ୍ଟା ଶ୍ରୀ ଇସଲାମ, ଶ୍ରୀ କୁଶଳ, ଶ୍ରୀ ମଲ୍ଲିକ, ଓ  ଶ୍ରୀ ତ୍ରିପାଠୀ,  ଶ୍ରୀମତୀ ପୁରୋହିତ ଙ୍କ ସମେତ  ମନମୁଣ୍ଡା ର ଗରିବ  ଲୋଈ, ସୁଦାମ ନାଏକ, ତରଣୀ ମେହେର, ଗଣେଶ ମିଶ୍ର, ସିମାଞ୍ଚଳ ହୋତା, ଓ  ସୋନପୁର ର ବିନୋଦ ମେହେର, ପ୍ରଦୀପ ପୁରୋହିତ, ଡାକ୍ତର ସୁନୀଲ ମହାପାତ୍ର, ଅନନ୍ତ ପାଣିଗ୍ରାହୀ,ପ୍ରମୋଦ ସାହୁ,  ମନବୋଧ ଭୋଇ,ଦିଲ୍ଲୀପ ଭୁକ୍ତା,  ଚୌଧୁରୀ ବିଭାର, ମନୋଜ ପଣ୍ଡା, ପ୍ରଫୁଲ୍ଲ ନାଏକ, ଲଡ଼ୁ କିଶୋର ମଲ୍ଲିକ, ପ୍ରତାପ ଦାଶ, ରୋମୁ ତିୱାର, ଆନନ୍ଦ ସାହୁ, ଦୀପ୍ତି ରଞ୍ଜନ ମିଶ୍ର, କାଁହୁ ଚରଣ ସାହୁ, ଅମର ଭୁତ, ପ୍ରମୋଦ ମାହାଣl, ପ୍ରଦୀପ ମେହେର, ନାରାୟଣ ରଥ, ଜୟ ନାରାୟଣ ସାହୁ, ସଂଗୀତା ନାଏକ,  ପ୍ରମୁଖ ସଭ୍ୟ ଙ୍କୁ   ସୋନପୁର ମନମୁଣ୍ଡା ଅଂଚଳ ତଥା ଉଭୟ ଜ଼ିଲ୍ଲା ର ବୁଦ୍ଧିଜୀବୀ ଭୂୟସି  ପ୍ରଂଶସା କରିଛନ୍ତି lଏବଂ ଭୁବନେଶ୍ୱର ରେ ଚିକିତ୍ସିତ ଥିବା ଶ୍ରୀ ସାହୁ ଙ୍କ ଧର୍ମ ପତ୍ନୀ, ଓ ଦୁଇ ଝିଅ ଙ୍କ ଧର୍ଯ୍ୟ ସାହସ ଓ ଉଚ୍ଚ ଚିନ୍ତାଧାରା  ଓ କାକା ମାଉସୀ ପିଉସୀ ଙ୍କ ପରିବାର ର କର୍ତଵ୍ୟ,  ବଦାନ୍ୟତା, ଗାଁ ଯୁବକ ଙ୍କ ସାହାଯ୍ୟ  ଏବଂ   ବରଗଡ଼ ସୋହେଲା  ଘେସଂ  ଗାଁ ର ବର ପ୍ରଭାତ ସାହୁ ଓ ତାଙ୍କ ପିତା ମାତାଙ୍କ ଉଦାରତା  ମହାନତା ପାଇଁ ଅଂଚଳ ବାସୀ  ସାଲୁଟ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026

You Might Also Like