-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||     

HOME   ଜିଲ୍ଲା

ଇନର ହୁଇଲ କ୍ଳବ କଳିଙ୍ଗନଗର ପକ୍ଷରୁ ଡାକ୍ତର ଦିବସ ପାଳନ ଦୁଇ ଜଣ ଡାକ୍ତର ଙ୍କୁ ସମ୍ବର୍ଧିତ

02-Jul-2021



ଯାଜପୁର (ପ୍ରେରଣା ଖବର)
ଯାଜପୁର ଜିଲ୍ଲାର କଳିଙ୍ଗନଗର ଇନର ହୁଇଲ କ୍ଳବ ପକ୍ଷରୁ ଡାକ୍ତର ଦିବସ ପାଳନ କରାଯାଇଛି l ଏହି ଅବସର ରେ ଦୁଇ ଜଣ ଡାକ୍ତର ଙ୍କୁ ସମ୍ବର୍ଧିତ କରାଯାଇ ଥିଲା l କରୋନା ମହାମାରୀ ସମୟରେ ରେ ଡାକ୍ତର ମାନଙ୍କ ଭୂମିକା କୁ ପ୍ରଶଂସା କରାଯାଇ ଥିଲା l କରୋନା ରୋଗ ର ଭୟା ଭୟ କୁ ଡାକ୍ତର ମାନେ ଜୀବନ ପାଣି ଛଡାଇ କରୋନା ରୋଗୀ କୁ ଚିକିତ୍ସା କରି ସେମାନଂକୁ ସୄସ୍ତ କରି ହଜାର ହଜାର ରୋଗୀ ଙ୍କୁ ଜୀବନ ଦାନ ଦେଉଛନ୍ତି ସେମାନଙ୍କ ପରିବାର ମାନଙ୍କ ମୁଁହ ରେ ହସ ଫୁଟାଉଛନ୍ତି ଡାକ୍ତର ମାନେ ଦ୍ୱିତୀୟ ଭଗବାନ

ଡାକ୍ତର ମାନଙ୍କ ଯୋଗୁ କରୋନା ରୋଗ ପତିହତ ହେଉଛି ସେମାନେ ନିଜର ପରିବାର କଥା ଭୁଲି ରୋଗୀ ସେବା ରେ ରାତି ଦିନ ଏକ କରି ଦେଉଛନ୍ତି l. ତେଣୁ ଡାକ୍ତର ମାନେ ନମସ୍ୟ ଏହି କ୍ଳବ
ପକ୍ଷରୁ  ଯାଜପୁର ଜିଲ୍ଲାର ଦୁଇ ଜଣ ବିଶିଷ୍ଟ ଡାକ୍ତର  ସ୍ତ୍ରୀ ରୋଗ ବିଶେଷଜ୍ଞ
ବିରଞ୍ଚି ନାରାୟଣ ମହାପାତ୍ର, ବରିଷ୍ଠ ଡାକ୍ତର ସୁଦେଶ୍ନl ଷଡ଼ଙ୍ଗୀ ଙ୍କୁ ସମ୍ବଦ୍ଧିତ କରିଛନ୍ତି l ଡାକ୍ତର ଦ୍ୱୟ ବାସଭବନ କୁ ଯାଇ ସେମାଙ୍କ ଉତ୍ସାଗିତ ଉର୍ତ୍ସଗ୍ରୀକୁତ ସେବା ପାଇଁ ମାନପତ୍ର ପୁଷ୍ପ ଗ୍ରୁଛ ଓ ତୁଳସୀ ବୁକ୍ଷ ପ୍ରଦାନ କରାଯାଇ ସମ୍ବଦ୍ଧିତ କରା ଥିଲା l  କଳିଙ୍ଗନଗର ଇନର ହୁଇଲି କ୍ଳବ ର ପ୍ରତିଷ୍ଠାତା  ସଭାପତି ସଂଯୁକ୍ତl ମହାପାତ୍ର, ସମ୍ପାଦିକା ସନ୍ଧ୍ୟା ଘଡ଼ାଇ ସଭାପତି ମଞ୍ଜୁ ଲତା ନାହକ ଦୀପ୍ତି ରେଖା ମିଶ୍ର, ସଂକୃନ୍ତଳା ପଣ୍ଡା ପ୍ରମୁଖ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କୋବିଦ ନିୟମ ଅନୁସାରେ କାର୍ଯ୍ୟକ୍ରମ କରି ଥିଲେ ଅନ୍ୟ ପକ୍ଷ ରେ : ଇନର ହୁଇଲ କ୍ଲବ ବ୍ୟାସନଗର ତରଫରୁ ଡାକ୍ତର ଦିବସ ପାଳିତ ହୋଇଯାଇଛି। କ୍ଲବର ସଭାପତି ଅମିତା କୁମାରୀ,ସମ୍ପାଦିକା ଅନୁପମା ଜେନା,ପ୍ରତିଷ୍ଠାତା ସଭାପତି ଓ ସି.ସି.ସି ସସ୍ମିତା ସ୍ୱାଇଁ ଓ ସଦସ୍ୟା ପ୍ରୀତି ଚୌରା ପ୍ରଭୃତି ଆମ ଅଞ୍ଚଳର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ  ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର  ରୂପା ବର୍ଷାନୀ ଘୋଷଙ୍କୁ ମାନପତ୍ର ଦେଇ ସମର୍ଦ୍ଧନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026

You Might Also Like