-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ ଅଂଚଳରେ ଜୋରସୋରରେ ଚାଲିଛି ପ୍ରକଳ୍ପ କାମ । ତା ସହିତ ଏବେ ଆରମ୍ଭ ହୋଇଛି ବିସ୍ଥାପିତଙ୍କୁ ଥଇଥାନ କାମ । ତେଣୁ ବଲାଙ୍ଗିର ସଦର ବ୍ଲକ କୋଇଣ୍ଡାପାଲି ଏବଂ ପରଧିଆପାଲି ଗାଁର ବିସ୍ଥାପିତଙ୍କୁ ଘରକୁ ଘର ଯାଇ ରାସନ ଓ ପେନସନ ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ ସାହୁ ନିଜେ ଯାଇ ରାସନ ସାମଗ୍ରୀ ଏବ ଭତ୍ତା ବଣ୍ଟନ କରିଥିଲେ ।