-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

ପଶ୍ଚିମଓଡିଶାର ‘ବାଗଡି ଖେଳ’ ପ୍ରକଲ୍ପ ଟୟକାଥନ୨୦୨୧ ବିଜୟୀ, ମୁଖ୍ୟମେନଟର ବଲାଙ୍ଗୀର ବୋହୁ ଇତିସ୍ମିତା

27-Jun-2021



ବଲାଙ୍ଗିର,(ପ୍ରେରଣା ଖବର)- ଓଡିଶା ତଥା ପଶ୍ଚିମଓଡିଶା ପାଇଁ ଗୌରବ ଆଣିଛି ଲୁପ୍ତପ୍ରାୟ ବାଗଡିଖେଳ । ବହୁବର୍ଷ ପୂର୍ବରୁ ଏହି ଖେଳକୁ ପଶ୍ଚିମଓଡିଶାର ଝିଅ/ପୁଅମାନେ ଖେଳିଆସୁଛନ୍ତି । କିନ୍ତୁ ଏବେ ଆଧୁନିକତାର ଛାପରେ ଏହି ଖେଳ ଲୁପ୍ତପ୍ରାୟ ହୋଇଗଲାଣି । ମୋବାଇଲ,ଟିଭିର ପ୍ରଭାବରେ ଏହି ଅଞ୍ଚଳର ପାରଂମ୍ପରିକ ଖେଳକୁଦ ସବୁ ଲୋପ ହେବାକୁ ବସିଥିବା ବେଳେ ବଲାଙ୍ଗୀରର ଜଣେ ବୋହୁ ଏହି ଖେଳକୁ କେନ୍ଦ୍ରସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ  ଟୟକାଥନ କମ୍ପିଟିସନକୁ ନେଇ ବିଜୟୀ ହୋଇଛନ୍ତି । ବଲାଙ୍ଗୀରର ବୋହୁ ତଥା ବଙ୍ଗାଇଗାଓଁରେ ଜବାହର ନବୋଦୟ ବିଦ୍ୟାଳୟରେ କାର୍ଯ୍ୟରତ ଇତିସ୍ମିତା ମିଶ୍ରଙ୍କ ଟିମ ଏହି କମ୍ପଟିସନରେ ଫାଇନାଲ ରାଉଣ୍ଡରେ ବିଜୟୀ ହୋଇଛନ୍ତି । ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଭାରତ ପାରଂମ୍ପରିକ ଜ୍ଞାନକୌଶଲ,ଖେଳକୁଦ ପ୍ରକଲ୍ପ ଆହ୍ୱାନ କରାଯାଇଥିଲା । କେନ୍ଦ୍ରସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ ବୈଷୟୀକଶିକ୍ଷା କାଉନସିଲ,ମହିଳା ଓ ଶିଶୁକଲ୍ୟାଣ ବିଭାଗ,ବାଣିଜ୍ୟ ଓ ଶିଲ୍ପବିଭାଗ,ଏମଏସଏମଇ,ଟେକ୍ସଟାଇଲ,  ସୂଚନା ଓ ପ୍ରସାରଣ ବିଭାଗର ସହଯୋଗୀତାରେ ଦେଶର ସବୁଅଞ୍ଚଳରୁ ପ୍ରକଲ୍ପ ଆହ୍ୱାନ କରାଯାଇଥିଲା । ଡିଜିଟାଲ ମୋଡରେ ହୋଇଥିବା ଏହି ପ୍ରତିଯୋଗୀତାରେ ପ୍ରଥମେ ନୋଡାଲସ୍ତରୀୟ,ଫିନାଲେ ଓ ଗ୍ରାଣ୍ଡଫିନାଲେ ପର୍ଯ୍ୟନ୍ତ ଦେଶର ଅନେକ ପ୍ରତିଯୋଗୀଙ୍କ ପ୍ରକଲ୍ପ ଯାଇଥିଲା । ଶେଷରେ ବାଗଡିଖେଳ ପ୍ରକଲ୍ପକୁ ଶ୍ରେଷ୍ଠତାଲିକାରେ ସ୍ଥାନୀତ

କରାଯାଇଛି । ଏକ ବୋର୍ଡରେ ଗାରଟଣାଯାଇ ବାଘ ଓ ଛେଳିକୁ ନେଇ ଛକାପଞ୍ଝାର ଖେଳକୁ ପଶ୍ଚିମାଞ୍ଚଳରେ ବାଗଡିଖେଳ ଖେଳାଯାଏ । ଏବେ ପ୍ରାୟ ଏହା ଲୁପ୍ତହେବାକୁ ବସିଛି । ତେଣୁ ଏହି ପ୍ରକଲ୍ପକୁ ପଠାଇ ଦେଶର ଏକ ସ୍ୱତନ୍ତ୍ର ଖେଳର ପରିଚୟ ଦେବାକୁ ଚେଷ୍ଟା କରାଯାଇଛି ବୋଲି ପ୍ରକଲ୍ପର ମେନଟର ଇତିସ୍ମିତା ମିଶ୍ର କହିଛନ୍ତି । ଆସାମର ବଙ୍ଗାଇଗାଓଁ ଜବାହର ନବୋଦୟ ବିଦ୍ୟାଳୟରୁ ଯାଇଥିବା ଟିମକ୍ରୀଏଟିଭ ମାଷ୍ଟରଙ୍କ ଏହି ପ୍ରକଲ୍ପର ମେନଟର ଟିଜିଟି ଶିକ୍ଷୟୀତ୍ରୀ ଇତିଶ୍ମିତା ମିଶ୍ର ଥିବା ବେଳେ ଲିଡର ଭାବରେ ଛାତ୍ର ଦିବ୍ୟେନ୍ଦୁ ଦାସ ଓ ସଭ୍ୟଭାବରେ ରବିଶଙ୍କର,କଲ୍ୟାଣ ବ୍ରହ୍ମା ରହିଥିଲେ । ବଲାଙ୍ଗୀରର ଜଣେ ଜଣାଶୁଣା ଯୁବକ ତଥା ବଙ୍ଗାଇଗାଓଁରେ ଶିକ୍ଷକତା କରୁଥିବା ମନୋରଂଜନ ପାଢୀଙ୍କ ସ୍ତ୍ରୀ ହେଉଛନ୍ତି ଶିକ୍ଷୟୀତ୍ରୀ ଇତିସ୍ମିତା । 


News Comment




Photo in News

Advertisment
Lastest News
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026

You Might Also Like