-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
23-Jun-2021
କଟକ, ସାଲେପୁର:(ଦୀପକ କୁମାର ଷଡଙ୍ଗୀ): କଟକ ଜିଲ୍ଲା ସାଲେପୁର ମଧୁ ମଣ୍ଡପରେ ଆଇସିଡିଏସ ପକ୍ଷରୁ ମୋବାଇଲ ବଣ୍ଟନ। ଏନେଇ କୋଭିଡ କଟକଣା ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ସୁଷମା ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ବେହେରା, ପଞ୍ଛୟତ ସମିତି ଉପାଧ୍ୟକ୍ଷ ରମେଶ ଜେନା,ଦିଲ୍ଲୀପ ଦାଶ ଯୋଗଦେଇ ମୋବାଇଲ ଓ ପାୱାର ବ୍ୟାଙ୍କ ବଣ୍ଟନ କରିଥିଲେ। ଏହି କାଯ୍ୟାକ୍ରମରେ ୨୬୩ ଜଣ ଅଙ୍ଗନବାଡି କର୍ମୀ, ସିଡିପିଓ, ସୁପରଭାଇଜରଙ୍କ ସମେତ ମୋଟ ୨୭୪ଜଣଙ୍କୁ ମୋବାଇଲ ସହ ପାୱାରବ୍ୟାଙ୍କ ବଂଟନ କରାଯାଇଥିଲା। କରୋନା ମହାମାରି ସମୟରେ ଅଙ୍ଗନବାଡି କର୍ମୀମାନେ ଗାଁଗାଁ ବୁଲି କଯ୍ୟ କରୁଥିବା ବେଳେ ସେମାନଙ୍କ କାଯ୍ୟକୁ ଲୋକାଭିମୁଖୀ କରିବା ସହ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ପ୍ରଚେଷ୍ଟା ବୋଲି କହିଥିଲେ ବିଧାୟକ।