-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
23-Jun-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ସଳତରପାଲି ଗ୍ରାମର ଖେଳପଡିଆ ଠାରେ ଡ଼. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ବିଜେପି ପକ୍ଷରୁ
ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ରୋପଣ କାର୍ଯ୍ୟକ୍ରମରେ ଏମ. ପି ନୋମିନି ବାଳକୃଷ୍ଣ ଧରୁଆ, ବୁଲୁ ବାଦୀ, ଟଙ୍କ
ପଧାନ, ବାଲି ପୃଷ୍ଟି, ସୁଦିପ କୁମାର ସା, ସୀତାରାମ ପଧାନ, ଲେକୃ ତ୍ରିପାଠୀ, ସରୋଜ ଦାସ ଓ ସଳତାରପାଲି ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ l