-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
25-Oct-2020
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ଟ୍ୱିଟ୍ କରି ଶକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି। ଏଯାବତ ତାଙ୍କ ପାଖରେ କରୋନାର ଲକ୍ଷଣ ନଥିବା ସେ ସ୍ପଷ୍ଟ କରିଛନ୍ତି। ଆଇସୋଲେସନରେ ରହି କାମ କରିବେ ବୋଲି ଶକ୍ତିକାନ୍ତ କହିଛନ୍ତି। ଆଇସୋଲେସନରେ ରହିଲେ ମଧ୍ୟ ସେ ସମସ୍ତଙ୍କ ସହ ଯୋଗାଯୋଗରେ ରହିବେ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରାଇବାକୁ ଶକ୍ତିକାନ୍ତ ଅନୁରୋଧ କରିଛନ୍ତି!!*