-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||     

HOME   ଜିଲ୍ଲା

ଗ୍ରାମ ମଧ୍ୟ ଦେଇ ଯାଇଥିବା ପାଣି ନାଳ-ସଦାଇପାଲି ଙ୍କ ଜୀବନ ଢାଲ

20-Jun-2021



ବଲାଙ୍ଗୀର (ପ୍ରେରଣା ଖବର ବ୍ୟୁରୋ) -  ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ସଦାଇପାଲି ଗ୍ରାମରେ ଡ୍ରେନ ଆବର୍ଜନା ପୂର୍ଣ୍ଣ ହୋଇ ପୋତି ହୋଇଯାଇଥିବା ରୁ ୮ନମ୍ବର ୱାର୍ଡ ବାସି ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ହେବ ଡ୍ରେନ ରୁ ଆବର୍ଜନା ସଫା କରିବା ପାଇଁ ସଦାଇପାଳି ପଞ୍ଚାୟତ ର ସରପଞ୍ଚ ଲିନା ଭୋଇ ଙ୍କୁ ଅନେକ ଥର ୱାର୍ଡ ବାସି ଅଭିଯୋଗ କରିଥିଲେ ମଧ୍ୟ ଡ୍ରେନ ସଫା ହୋଇ ପାରିନାହିଁ । କରୋନା ମହାମାରୀ ସାରା ବିଶ୍ୱରେ ମୃତ୍ୟୁ ର ତାଣ୍ଡବ ଖେଲାଇଥିବା ବେଳେ ସରକାର ଜନସାଧାରଣ ଙ୍କୁ ସ୍ୱଚ୍ଛ ପରିବେଶ ରେ ରହିବା ପାଇଁ ସଚେତନ କରୁଛନ୍ତି । କିନ୍ତୁ ସଦାଇପାଳୀ ଗ୍ରାମରେ ଏହାର ଓଲଟା ଦେଖିବାକୁ ମିଳୁଛି । ସରପଞ୍ଚ ଙ୍କ ଘର ସମ୍ମୁଖ ରେ ଅବ୍ୟବସ୍ଥା ରେ ଡ୍ରେନ ଥିବା ବେଳେ କେଉ କାରଣ ରୁ ସଫା କରାଯାଇନାହିଁ ବୁଝିବା କଷ୍ଟକର । ଏହା ରାଜନୀତିକ ଅଭିସନ୍ଧି ନୁହେଁ ତ ବୋଲିଁ ଚର୍ଚ୍ଚା ହୁଏ । ଅସରାଏ ବର୍ଷା ରେ ଆବର୍ଜନା ଡ୍ରେନ ପାଣି ଘର ଭିତରକୁ ପ୍ରବେଶ କରୁଥିବା ୱାର୍ଡ ବାସି ଅଭିଯୋଗ କରିଛନ୍ତି । 

   ଅନୁସନ୍ଧାନ ରୁ ଜଣାପଡେ ଯାହାକୁ ଡ୍ରେନ ବୋଲି କୁହାଯାଉଛି ପ୍ରକୃତ ରେ ଏହା ଡ୍ରେନ ନୁହେଁ । ସଦାଇ ପାଲି ଚାଷୀ ମାନଙ୍କ ଜୀବନରେଖା ବୋଲି ଗ୍ରାମବାସୀ କୁହନ୍ତି । ଏହା ଏକ ପାଣି ନାଳ ଅଟେ । ଏହି ପାଣି ନାଳ ନିକଟସ୍ଥ ରାମ ସାଗର କଣ୍ଟାରୁ ବାହାରି ସଦାଇ ପାଲି ଗ୍ରାମର ୮ ନମ୍ବର ୱାର୍ଡ ଦେଇ ଗ୍ରାମର ପଛପଟେ ଥିବା ରାଣୀ ବନ୍ଧ ଏବଂ ଚାଷ ଜମି କୁ ପାଣି ଯାଏ । ଚାଷୀ ମାନେ ଏହି ପାଣି କୁ ନିଜ ଚାଷ କାର୍ଯ୍ୟ ରେ ଲଗାଇ ଚାଷ କରିଥାନ୍ତି । ସଦାଈ ପାଲି ଗ୍ରାମକୁ ୨/୩ ଦିନରେ ଥରେ ପାଇପ ଜଳ ଯୋଗାଣ ହେଉଥିବାରୁ ରାଣୀ ବନ୍ଧ ଜଳ ଉପରେ ନିର୍ଭର କରୁଥିବା ପ୍ରକାଶ କରିଥିଲେ । ପାଣି ନାଳ ଆବର୍ଜନା ହୋଇଥିବାରୁ ଏହି ପାଣି ବନ୍ଧ କୁ ପ୍ରବେଶ କରୁଛି । ଏଣୁ ବ୍ୟବହାର ଉପଯୋଗୀ ନୁହେଁ । ପାଣି ନାଳ ଆବର୍ଜନା ମୁକ୍ତ ହେଲେ ଅଞ୍ଚଳର ଚାଷୀ ମାନଙ୍କ  ଜୀବନରେଖା ହେବ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଥିଲେ । ବର୍ଷା ନ ହେଲେ ମଧ୍ୟ ପାଣି ନାଳ ଯୋଗୁ ତଳି ଅଞ୍ଚଳରେ ଚାଷ ହେଉଥିବା ତଥା ପାଣି ନାଳ ବନ୍ଦ ହେଲେ ଚାଷୀ ର ଚାଷ ଉଜୁଡ଼ି ଯିବ ବୋଲି ଗ୍ରାମବାସୀ ଏବଂ ଚାଷୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମର ଜଗଦୀଶ ନାଏକ, ସୁଧାକର ନାଏକ, ଦୟ ସାଗର ନାଏକ, ହେମ ସାଗର ନାଏକ, ଅର୍ଜୁନ ନାଏକ, ଭୀମସେନ ନାଏକ ଏବଂ ହରେକୃଷ୍ଣ ସାହୁ ଙ୍କ ଘରକୁ ଅସରାଏ ବର୍ଷା ହେଲେ ଆବର୍ଜନା ପାଣି ପଶୁଥିବା ବିଷୟରେ ସରପଞ୍ଚ ଏବଂ ବି ଡି ଓ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ନାଳ ସଫା ହୋଇନାହିଁ । ସରପଞ୍ଚ କୌଣସି କଥା ଶୁଣୁ ନ ଥିବାରୁ ଆଗାମୀ ଦିନରେ ସରପଞ୍ଚ, ନାଏବ ସରପଞ୍ଚ ଏବଂ ପି ଇ ଓ ଙ୍କ କାରନାମା ର ରହସ୍ୟ ଗ୍ରାମବାସୀ ଙ୍କ ବୟାନ ଅନୁସାରେ ଆଗାମୀ ଦିନରେ ପ୍ରେରଣା ରେ ପ୍ରକାଶ ପାଇବ । 
                        
                          


News Comment




Photo in News

Advertisment
Lastest News
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026

You Might Also Like