-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ରାଜ୍ୟ

ତୃତୀୟ ଲହର ବେଶୀ ବଡ଼ ଧରଣର ରୂପ ନ ନେଇ ପାରେ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ ମିଶ୍ର

18-Jun-2021



ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) : ତୃତୀୟ ଲହର ବେଶୀ ବଡ଼ ଧରଣର ରୂପ ନ ନେଇ ପାରେ । ହାର୍ଡ ଇମ୍ୟୁନିଟ ଆସି ଯାଇଥିବ ଏବଂ ଭ୍ୟାକ୍ସିନେସନ ଡ୍ରାଇଭ ମଧ୍ୟ ଦ୍ରୁତ ଭାବେ ହେଉଛି ତେଣୁ ବିଶେଷ ପ୍ରଭାବ ପଡିବ ନାହିଁ । ଯଦି ବି ଆସିବ ଏହା ଦ୍ୱିତୀୟ ଲହର ଠୁ ଅଧିକ ପ୍ରଭାବିତ କରିବ ନାହିଁ  ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ ମିଶ୍ର ସୂଚନା ଦେଇଛନ୍ତି । ଇତିହାସ ବି କହୁଛି ସ୍ପାନିଶ ଫ୍ଲୁ ସମୟରେ ଦ୍ୱିତୀୟ ଲହର ହିଁ ଅଧିକ କ୍ଷତି କରିଥିଲା ମାତ୍ର ତୃତୀୟ ଓ ଚତୁର୍ଥ ଲହର ସେମିତି ବଡ଼ ଧରଣର ଆସିନଥିଲା । 

ଡେଲାଟା ପ୍ଲସ୍ ଭେରିଆଣ୍ଟରେ ବର୍ତ୍ତମାନ ଦେଖାଯାଉଛି ଯେ ଆଣ୍ଟିବଡ଼ି କକଟେଲ ତାହାର ଇଫିକେସି ଏହା ବିରୁଦ୍ଧରେ ବିଶେଷ କାର୍ଯ୍ୟ କରୁନାହଁ । ଟୀକା କାର୍ଯ୍ୟ କରିବ କି ନାହିଁ ଏପରି କିଛି ଚର୍ଚ୍ଚା କେବଳ ଆକଳନ । ତେବେ ଖବର ଆସୁଛି କି ସ୍ଫୁଟିନିକ-ଭି ଡେଲାଟା ପ୍ଲସ୍ ଭେରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଆଣୁଛନ୍ତି ଯାହା ସମ୍ପୂର୍ଣ୍ଣ ଏହା ବିରୁଦ୍ଧରେ କାର୍ଯ୍ୟ କରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । 

ତୃତୀୟ ଲହରରେ ଶିଶୁ ମାନେ ଅଧିକ ଆକ୍ରାନ୍ତ ହେବେ କି ନାହିଁ ସେ ନେଇ WHO ଏମ୍ସର ତତ୍ୱାବଧାନରେ ଭାରତରେ ଗୋଟିଏ ଷ୍ଟଡ଼ି କରିଛନ୍ତି । ଦିଲ୍ଲୀ ଅର୍ବାନ ଓ ଦିଲ୍ଲୀ ରୁରାଲ,ଭୁବନେଶ୍ୱର, ଗୋରଖପୁର, ଅଗ୍ରତାଲା ଭଳି 5 ଟି ସ୍ଥାନରେ 10 ହଜାର ଲୋକଙ୍କୁ ନେଇ ଷ୍ଟଡ଼ି କରାଯାଇଛି । ଯେଉଁଥିରୁ ସାମ୍ନାକୁ ଆସିଛି ଯେ ପିଲାମାନଙ୍କର ମଧ୍ୟ ଆଣ୍ଟିବଡ଼ି ବହୁତ ଡେଭଲପ ହୋଇଛି । ତେଣୁ ସେମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ନାହିଁ । ଯଦି ହେବ ସେମାନଙ୍କର ଇମ୍ୟୁନିଟ ଲେବୁଲ ଅଧିକ ରହୁଥିବାରୁ ବେଶୀ ମାରାତ୍ମକ ହେବ ନାହିଁ । ଏବଂ ଏହା ବାଦ ମଧ୍ୟ ଦେଖା ଯାଇଛି ଯେ ଗ୍ରାମାଞ୍ଚଳରେ ବି ଲୋକମାନଙ୍କର ଆଣ୍ଟିବଡ଼ି ଡେଭଲପ ହୋଇଛି । ଯାହାଦ୍ୱାରା ଦ୍ୱିତୀୟ ଲହରରେ ଆକଳନ ଠୁ କମ କ୍ଷୟକ୍ଷତି ହେଲା । 

ଦୁଇଟି ଡୋଜ ନେବା ପରେ ବି ବ୍ରେକ-ଥୁରୁ ଇନଫେକସନ ହେଉଛି ତେଣୁ ଏହାର ଅଧିକ ଅନୁଧ୍ୟାନ ପାଇଁ ବିଶେଷଜ୍ଞ ମାନଙ୍କୁ ନେଇ କମିଟି ଗଠନ କରାଯାଇଛି । ଭ୍ୟାକ୍ସିନ ନେବା ପରେ କେମିତି ଆଣ୍ଟିବଡ଼ି ଡେଭଲପ ହେଉଛି ତାହା ଷ୍ଟଡ଼ି କରାଯିବ । ବର୍ତ୍ତମାନ ଆସିଲାଣି ଯଦି ଦରକାର ପଡ଼ିବ ଗୋଟିଏ ବୁଷ୍ଟର ଡୋଜ ବି ନେଇ ପାରିବେ । ସ୍ଫୁଟିନିକ-ଭି,ନୋଭଭାକ୍ସ ବୁଷ୍ଟର ଡୋଜ ହିସାବରେ କାମ କରିବ ଏଗୁଡ଼ିକ । ଟୀକା ନେବା ପରେ ଆଣ୍ଟିବଡ଼ି ଲେବଲ ଯାହାର କମ ରହୁଛି ସେମାନଙ୍କ କ୍ଷେତ୍ରରେ ବିଶେଷ କରି ଏହି ବୁଷ୍ଟର ଡୋଜ ଦିଆଯିବ । ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ସୂଚନା ଦେଇଛନ୍ତି 


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like