-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଅପରାଧ

ଦୁର୍ନୀତିରେ ଉବୁଟୁବୁ ଚନ୍ଦକା ଥାନା ଅଧିକାରୀ

13-Jun-2021



(ଭଗବାନ ପାଢୀଙ୍କ ରିପୋର୍ଟ): ଗଣ୍ଡା ଗଣ୍ଡା ଅଭିଯୋଗ । କାହାକୁ ଗାଳିମନ୍ଦ ତ’ ପୁଣି କାହାକୁ ମାଡ଼ । ଥାନାରେ ଯୋଗ ଦେବା ପରଠୁ ହିଁ ଚଳାଇଛନ୍ତି ଏକଚାଟିଆ ଶାସନ । ଏଭଳି ସଂଗିନ୍ ଅଭିଯୋଗ ଉଠିଛି ରାଜଧାନୀର ହାଇସିକ୍ୟୁରିଟି ଜୋନରେ ଥିବା ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳଙ୍କ ବିରୋଧରେ । ଜମିଜମା ମାମଲାରେ ଅଧିକ ମୁଣ୍ଡ ପୁରାଇ ଅନେକ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଖୋଦ୍ ସ୍ଥାନୀୟ ବିଧାୟକ ପ୍ରକାଶ କରିଛନ୍ତି । ହେଲେ ର୍ଦୁଭାଗ୍ୟ ଏଯାବତ୍ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବା ଏବେ ଅନେକ ପ୍ରଶ୍ନ ଠିଆ କରିଛି । ୧୮୬୮ ମସିହାରେ ସ୍ଥାପିତ ହୋଇଥିଲା ଚନ୍ଦକା ଥାନା । ୨୦୦୮ରେ ଏହାକୁ କମିଶନରେଟ ପୁଲିସରେ ଅର୍ନ୍ତଭୁକ୍ତ କରାଯାଇଥିଲା । ତେବେ ଲକ୍ଷ ଥିଲା ଲୋକଙ୍କୁ ସେବା ଓ ସୁରକ୍ଷା ଦେବା । ହେଲେ ବିଗତ ୪ମାସର ରେକର୍ଡକୁ ଦେଖିଲେ ଥାନା ଅଧିକାରୀଙ୍କ ନାମରେ ଗଣ୍ଡାଗଣ୍ଡା ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ସେ ଡିସିପି ହୁଅନ୍ତୁ ଅବା ସିପି ବା ଜିଲ୍ଲାପାଳ କି’ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ପାଖକୁ ଲୋକେ ଅଭିଯୋଗ ଫର୍ଦ୍ଦ ପଠାଇ ନୟାନ୍ତ ହେଲେଣି । କିନ୍ତୁ ତଦନ୍ତ ଘର ଶୂନ । ସବୁଠୁ ବଡ଼ କଥା ହେଉଛି ଥାନା ଅଧିକାରୀଙ୍କ ବିରୋଧରେ ଲମ୍ବା ଅଭିଯୋଗ ଉଠିବା ପରେ ଏବେ କିଛି ଗଣମାଧ୍ୟମକୁ ଢ଼ାଲ କରି ଏବେ ଖୋଦ୍ ଆଇଆଇସି ଏବେ ନିଜେ ଗେମପ୍ଲାନ୍ ରଚିଛନ୍ତି । ନିଜର ଭଲ ଗୁଣ ପ୍ରଚାର ଓ ପ୍ରସାର କରିବାକୁ ଅଂଟା ଭିଡିଛନ୍ତି । ଖାସ ଏଥିପାଇଁ ଏବେ କେତେକ ଗଣମାଧ୍ୟମ ଥାନା ଅଧିକାରୀଙ୍କ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଯାହା ଅନେକ ସନ୍ଦେହ ସୃଷ୍ଟି କରୁଛି । ଆଗରୁ ଚୁପ ଥିବା ଏ ଗଣମାଧ୍ୟମମାନେ ଅଚାନକ୍ ଥାନା ଅଧିକାରୀଙ୍କ ଭଲ ଗୁଣ ଛାପି ପ୍ରଚାର କରିବା ପଛର ଉଦ୍ଦେଶ୍ୟ କ’ଣ ହୋଇପାରେ? ଏହି ପ୍ରଶ୍ନ ଏବେ ସବୁଠି ଉଙ୍କି ମାରୁଛି । କେବଳ ଏତିକି ନୁହେଁ ଲୋକଙ୍କ ସମସ୍ୟାକୁ ନେଇ ଓ ବିଧାୟକଙ୍କ ପ୍ରତିକ୍ରୀୟାକୁ ନେଇ ନ୍ୟୁଜ୍ ୮ ଓଡିଆ ଖବର ପ୍ରକାଶ କରିବା ପରେ ଅଚାନକ୍ ଏ ଗଣମାଧ୍ୟମ ମାନଙ୍କ ଦିନ ହଜିଲା କେମିତି? କୁହାଯାଉଛି ନିଜ ପ୍ରଚାର ଓ ପ୍ରସାର କରି ବଡ଼ବଡ଼ିଆଙ୍କ ପାଖରେ ଭଲେଇ ହେବା ଲାଗି ପୂରା ଖେଳ କରିଛନ୍ତି ଥାନା ବାବୁ । କେତେକ ଦଲାଲଙ୍କୁ ଧରି ଗାଦି ସୁରକ୍ଷିତ ରଖିବା ଲାଗି ମିଡିଆକୁ ମୋହରା ବନାଇ ବାହାବା ସାଉଁଟିବାକୁ ଚେଷ୍ଟା କରାଯାଇଛି । ଏ ପ୍ରତି ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ସହ ପୂରା ଘଟଣାର ଖୋଳତାଡ କଲେ ସେ କଥା ପଦାକୁ ଆସିବ ଯାହା ଉପରେ ରଂଗ ଲଗାଇବାକୁ ଚେଷ୍ଟା କରିଛନ୍ତି ଦେବେନ୍ଦ୍ର ବାବୁ । ନିୟମ କହୁଛି କମିଶନରେଟ ପୁଲିସରେ ଡିସିପି ଓ ସିପି ବାଇଟ୍ ଦେବାକୁ ଅନୁମତି ଥିବା ବେଳେ ନିଜ ଥାନା ଓ ନିଜ ପ୍ରଚାର ଲାଗି ଖୋଦ ଦେବେନ୍ଦ୍୍ର ବାବୁ ମିଡିଆରେ ମୁହଁ ଫୁଟାଣି ମାରିବା ପ୍ରମାଣ କରୁଛି ଡାଲ ମେ କୁଛୁ କାଲା ହେ । ଏ କାଲା କ’ଣ ତାହା ସିପି ଖୋଜିବେ ବୋଲି ଏବେ ସାଧାରଣ ଲୋକ ଭରସା ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like