-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||     

HOME   ଜିଲ୍ଲା

ଉଲୁଣ୍ଡା- ଭିନ୍ନ ପରମ୍ପରା: ଏକାଠୀ ନୁଆଁ ଖାଇଲେ ୪୦ ପରିବାର

24-Oct-2020



ଉଲୁଣ୍ଡା୨୪ା୧୦(ଗୌରଚନ୍ଦ୍ର ପରିଛା)- ପଶ୍ଚିମ ଓଡିଶାର ପାରଂମ୍ପରିକ ପର୍ବ ହେଉଛି ନୁଆଖାଇ । ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମି ତିଥିରେ ପଶ୍ଚିମ ଓଡିଶା ବାସୀ ନୁଆ ଖାଉଥିଲେ ମଧ୍ୟ  ସୁବର୍ଣ୍ଣପୁର ଜିଲ୍ଲାର  ଉଲୁଣ୍ଡା ବ୍ଲକ  ବଡଅଙ୍କରିଆ ଗ୍ରାମର ସ୍ୱତନ୍ତ୍ରତା ରହିଛି । କାରଣ ଏହି ଗ୍ରାମର ପ୍ରାୟ ୪୦ ପରିବାର  ଏକତ୍ରୀତ ହୋଇ ପୁର୍ବଗତ ତିଥିରେ ନୂଆନଖାଇ  ଆଶ୍ୱୀନ ଶୁକ୍ଲପକ୍ଷ ମହାଷ୍ଟମୀ ତିଥି ତଥା ଆଜି ନୂଆ ଖାଇଛନ୍ତି । ଯାହାକି ଉକ୍ତ ଅଂଚଲପାଇଁ ମହତ୍ୱ ରଖେ । ଆଜି  ଗ୍ରାମର ଇଷ୍ଟଦେବୀ ମାଁ ନାରାୟଣୀ ମନ୍ଦିର ପରିଶରରେ ରାତ୍ରୀ ପ୍ରାୟ ୯ଟା ବେଲେ ନୁଆଖାଇ ଉତ୍ସବ ପାଲନ କରାଯାଇଛି । ପ୍ରଥମେ ପରମ୍ପରା କ୍ରମେ ପୀଠରେ  ନିଶି ପୁଜା ଓ ଶୋହଲ ପୁଜା ସମ୍ପନ୍ନ ହୋଇଥିଲା । ପରେ ପୁର୍ବ ନିର୍ଦ୍ଧାରିତ କ୍ରମେ ମାଁଙ୍କ ପୁଜାର୍ଚନା କରାଯାଇ ଗାଁର ଗୌନ୍ତୀଆ ହୃଶିକେଷ ପଣ୍ଡାଙ୍କ ତତ୍ୱାବଧାନ କ୍ରମେ ସାମୁହିକ ନୁଆଖାଇ ପର୍ବ ଅନୁଷ୍ଠିିତ ହୋଇଥିଲା । ଠାକୁରାଣୀଙ୍କ ଠାରେ ନୁଆ ଲାଗି ହେଲା ପରେ ପୀଠ ପୁଜକ ରାତ୍ର ପାତ୍ର ଏବଂ କପିଲ ପଣ୍ଡା ସମସ୍ତଙ୍କୁ ନବାହ୍ନ ପ୍ରଦାନ କରିଥିଲେ । ପରେ ପଶ୍ଚିମ ଓଡିଶାର ଭାଇଚାରାର ପର୍ବ ବୈଜେଷ୍ଟଙ୍କୁ ସମ୍ମାନ ପୁର୍ବକ ମୁଣ୍ଡିଆ ମରା ପର୍ବ ଅନୁଷ୍ଠିତ ହୋଇଥିଲା । ଗ୍ରାମର ପୁରୁଖା ଲୋକଙ୍କ କହିବା ମତେ ପାରମ୍ପରିକ ତିଥିରେ ନାରାୟଣୀଙ୍କୁ ନୁଆଲାଗି କରାଯାଏନାହି । ଏଣୁକରି ଗ୍ରାମବାସୀ ମାଁଙ୍କ ପ୍ରସାଦକୁ ଅଷ୍ଟମି ତିଥିରେ  ନୁଆଁଖାଇ ଭାବରେ ଗ୍ରହଣ କରିଥାନ୍ତି । ଯେଉଁ ପରିବାର ସବୁ ନୁଆଁ ଖାଇନଥାନ୍ତି ସେପରିବାରର ସମସ୍ତ ସଦଶ୍ୟ ପାଣି ମଧ୍ୟ ଷ୍ପର୍ଶ କରନ୍ତି ନାହିଁ । କାରଣ ନୁଆଁ ଖାଇଥିବା ପରିବାରର ଜଳ ଷ୍ପର୍ଶ କଲେ ପରିବାରରେ ଠାକୁରାଣୀ ରୁଷ୍ଟ ହୋଇଥାନ୍ତି ବୋଲି ଏବିଶ୍ୱାଶ ରହିଛି । ଏହି ବିଶ୍ୱାଶକୁ ଆଧାର କରି ଆଜି ବଡଅଙ୍କରିଆ ଗ୍ରାମରେ ନୁଆଖାଇ ପାଳନ କରାଯାଇଛି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   07-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   07-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   06-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   06-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   06-Mar-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି   06-Mar-2026
  ଜିଲ୍ଲା  
ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   06-Mar-2026
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026

You Might Also Like